ETV Bharat / bharat

ବୋରୱେଲ ଭିତରେ 5ବର୍ଷର ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

author img

By

Published : Apr 20, 2020, 3:12 PM IST

ରାଜସ୍ଥାନ ଯୋଧପୁର ଜୟନ୍ତ୍ର ଗ୍ରାମରେ ଏକ 5 ବର୍ଷର ଶିଶୁ ସୋମବାର ସକାଳେ ବୋରୱେଲ ମଧ୍ୟକୁ ଖସିପଡିଥିବା ଖବର ସାମ୍ନାକୁ ଆସିଛି ।

child fall in borewell
ବୋରୱେଲ ଖସିପଡିଲା 5ବର୍ଷର ଶିଶୁ

ଜୟପୁର: ବୋରୱେଲ ମଧ୍ୟକୁ ଖସିପଡିଲା 5ବର୍ଷର ଶିଶୁ । ରାଜସ୍ଥାନ ଯୋଧପୁର ଜୟନ୍ତ୍ର ଗ୍ରାମରେ ଏକ 5 ବର୍ଷର ଶିଶୁ ସୋମବାର ସକାଳେ ବୋରୱେଲ ମଧ୍ୟକୁ ଖସିପଡିଥିବା ଖବର ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ରୋହିତ୍ ନାମକ 5 ବର୍ଷୀୟ ଶିଶୁ ନିଜ ମାମୁଁ ଘରକୁ ଯାଉଥିଲେ । ବାଟରେ ସେ ଏକ ବୋରୱେଲ ମଧ୍ୟକୁ ଖସିପଡିଥିବା ଜଣାପଡିଛି । ଏନେଇ ପରିବାର ଲୋକ ପୋଲିସକୁ ଖବର ଦେଇଥିବା ବେଳେ ଏନଡିଆରଏଫ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏଥିସହ ଶିଶୁଟିକୁ ଅମ୍ଳଜାନ ଯୋଗାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.