ETV Bharat / bharat

ଅଶୁଭ ଶୁକ୍ରବାର; ସଡକ ଦୁର୍ଘଟଣାରେ 5 ମୃତ - Five persons death

ସଡକ ଦୁର୍ଘଟଣାରେ ଗଲା 5 ଜୀବନ ।ଘଟଣାସ୍ଥଳରେ ପହଞ୍ଚି ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ....

road accident
ସଡକ ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ
author img

By

Published : Mar 6, 2020, 9:27 AM IST

Updated : Mar 6, 2020, 10:22 AM IST

ରାୟପୁର : ସଡକ ଦୁର୍ଘଟଣାରେ ଗଲା 5 ଜୀବନ । ଦୁର୍ଘଟଣାଟି ଛତିଶଗଡ ନାଗଫାନି ବରସୋର ଥାନା ଅଞ୍ଚଳରେ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ 2 ଜଣଙ୍କ ପରିଚୟ ମିଳିଥିବା ବେଳେ 3 ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ବିଳମ୍ବିତ ରାତି କିମ୍ବା ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଗାଡିଟି ବରସୋରରୁ ଜଗଦଲପୁର ଅଭିମୁଖେ ଯାଉଥିବା ବେଳେ ସଡକ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଡ୍ରାଉଭରଙ୍କ ସମେତ 5 ଜଣଙ୍କ ମୃତ୍ୟୁ ହୋଇଛି ।

road accident
ସଡକ ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ

ବିଳମ୍ବିତ ରାତିରେ ଏହି ଦୁର୍ଘଟଣାଟି ଘଟିଥିବାରୁ ଗୁରୁତର ମାନଙ୍କୁ ଚିକିତ୍ସା କରାଯାଇପାରି ନ ଥିଲା । ଯାହାଫଳରେ ସେମାନଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାର ଖବର ଜଣାପଡିବା ପରେ, ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ମୃତଦେହ ଗୁଡିକୁ ଗିଡାମାର୍ଚୁରୀକୁ ସ୍ଥାନାନ୍ତର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 6, 2020, 10:22 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.