ETV Bharat / bharat

ମାସ୍କ ତିଆରି କଲେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ - କୋରୋନା ନ୍ୟୁଜ

କୋରୋନା ଭାଇରସ୍ ମହାମାରୀର ବ୍ୟାପିବାକୁ ଦୃଷ୍ଟିରେ ରଖି ଦେଶର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ବୁଧବାର ରାଷ୍ଟ୍ରପତିଙ୍କ ଇଷ୍ଟେଟରେ ଶକ୍ତି ହାଟରେ ମାସ୍କ ସିଲେଇ କରୁଥିବା ଦେଖିବାକୁ ମିଳିଛି ।

_presindent wife
ମାସ୍କ ତିଆରୀ କଲେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ
author img

By

Published : Apr 23, 2020, 11:07 AM IST

ନୂଆଦିଲ୍ଲୀ: ମାସ୍କ ତିଆରି କଲେ ଦେଶର ପ୍ରଥମ ମହିଳା । କୋରୋନା ଭାଇରସ୍ ମହାମାରୀର ବ୍ୟାପିବାକୁ ଦୃଷ୍ଟିରେ ରଖି ଦେଶର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ବୁଧବାର ରାଷ୍ଟ୍ରପତିଙ୍କ ଇଷ୍ଟେଟରେ ଶକ୍ତି ହାଟରେ ମାସ୍କ ସିଲେଇ କରୁଥିବା ଦେଖିବାକୁ ମିଳିଛି ।

ସିଲେଇ ହୋଇଥିବା ଏହି ମାସ୍କଗୁଡିକ ଦିଲ୍ଲୀ ସହରୀ ଆଶ୍ରୟସ୍ଥଳୀ ଗୃହରେ ବଣ୍ଟନ କରାଯିବ । ତେବେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ନିଜ ମୁହଁକୁ ଏକ ନାଲି କପଡା ବାନ୍ଧି ଏହି ମାସ୍କ ତିଆରି କରିଥିବା ଦେଖିବାକୁ ମିଳିଛି । ସେ ଏହି ମାସ୍କ ସିଲେଇ କରି ସମସ୍ତଙ୍କୁ ଏକ ବାର୍ତ୍ତା ଦେଇଛନ୍ତି । ତାହା ହେଉଛି ସମସ୍ତେ ମିଶି କୋରୋନା ମହାମାରୀକୁ ସହିତ ଲଢେଇ କରିପାରିବା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.