ETV Bharat / bharat

ସରକାରୀ ସ୍କୁଲରେ ଅଗ୍ନିକାଣ୍ଡ, 3 ମୃତ

ହରିୟାଣାର ଏକ ସରକାରୀ ବିଦ୍ୟାଳୟରେ ଅଗ୍ନିକାଣ୍ଡ । ଏଥିରେ 2 ଜଣ ଶିଶୁଙ୍କ ସମେତ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ପରିସ୍ଥିତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

author img

By

Published : Jun 8, 2019, 2:14 PM IST

ଫାଇଲ ଫଟୋ

ଚଣ୍ଡିଗଡ: ହରିୟାଣାର ଏକ ସରକାରୀ ବିଦ୍ୟାଳୟରେ ଅଗ୍ନିକାଣ୍ଡ । ଏଥିରେ 2 ଜଣ ଶିଶୁଙ୍କ ସମେତ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏ ବିଷୟରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ କରିଛି ।

ଭିଡିଓ ସୌଜନ୍ୟ: ଇଟିଭି ବ୍ୟୁରୋ

ଖବର ଅନୁଯାୟୀ, ବର୍ତ୍ତମାନ ପରିସ୍ଥିତିରେ ଅନେକ ପିଲା ସ୍କୁଲରେ ଫଶି ରହିଛି । ଏମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ କେଉଁ କାରଣରୁ ସ୍କୁଲରେ ଏହି ଅଗ୍ନିକାଣ୍ଡଟି ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି ।

see the attachmendt
visuals and bytes by ftp
tirthabashi panda 
subarnapur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.