ETV Bharat / bharat

ମୁମ୍ବାଇର 7 ମହଲା କୋଠାରେ ଅଗ୍ନିକାଣ୍ଡ - ମୁମ୍ବାଇରେ ଅଗ୍ନିକାଣ୍ଡ

ମୁମ୍ବାଇର ଏକ 7 ମହଲା ବିଶିଷ୍ଟ ବାଣିଜ୍ୟ ପ୍ରତିଷ୍ଠାନ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କୋଠା ଭିତରେ ଫସି ରହିଥିବା ନେଇ ଆଶଙ୍କା । ଅଧିକ ପଢନ୍ତୁ...

ମୁମ୍ବାଇର 7 ମହଲା କୋଠାରେ ଅଗ୍ନିକାଣ୍ଡ
ମୁମ୍ବାଇର 7 ମହଲା କୋଠାରେ ଅଗ୍ନିକାଣ୍ଡ
author img

By

Published : Aug 21, 2020, 3:12 PM IST

ମୁମ୍ବାଇ: ବିଜନେସ କ୍ୟାପିଟାଲ ମୁମ୍ବାଇର ଏକ 7 ମହଲା ବିଶିଷ୍ଟ ବାଣିଜ୍ୟ ପ୍ରତିଷ୍ଠାନ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅନେକ ଲୋକ ଏବେ ବି ଏହି କୋଠା ଭିତରେ ଫସି ରହିଥିବା ନେଇ ଆଶଙ୍କା କରାଯାଉଛି ।

ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁଲିଭା ତଥା ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ଅଗ୍ନିକାଣ୍ଡ ଘଟିଥିବା କୋଠାଟି ଦକ୍ଷିଣ ମୁମ୍ବାଇରେ ଥିବାନେଇ ଜଣାପଡିଛି ।

ଅନ୍ୟପକ୍ଷେ ଶୁକ୍ରବାର ତେଲେଙ୍ଗାନାର ଶ୍ରୀଶୈଲମ ପାୱାର ଷ୍ଟେସନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଏଥିରେ କାର୍ଯ୍ୟରତ 9 ବିଦ୍ୟୁତ୍ କର୍ମଚାରୀ ଷ୍ଟେସନ ଭିତରରେ ଫସି ରହିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.