ETV Bharat / bharat

ମୁମ୍ବାଇ କାମା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, 12 ଦମକଳ ଗାଡି ନିୟୋଜିତ

author img

By

Published : Apr 30, 2019, 10:18 AM IST

ମୁମ୍ବାଇସ୍ଥିତ କାମା ଫ୍ୟାକ୍ଟ୍ରିରେ ଭୟାଭହ ଅଗ୍ନିକାଣ୍ଡ । ନିଆଁ ଲିଭାଇବାକୁ ଘଟଣାସ୍ଥଳରେ 12 ଦମକଳ ଗାଡି ନିୟୋଜିତ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ଗୋରେଗାଓଁସ୍ଥିତ କାମା ଫ୍ୟାକ୍ଟ୍ରିରେ ଭୟାଭହ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ 12ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚଳାଇଛି ପ୍ରୟାସ ।

ସୂଚନାନୁଯାୟୀ, ଫ୍ୟାକ୍ଟ୍ରିରେ ନିଆଁ ସୋମବାର ମଧ୍ୟରାତ୍ରୀରେ ଲାଗିଥିଲା । ତେବେ ଅଗ୍ନିକାଣ୍ଡରେ କେତେ ସମ୍ପତ୍ତି ନଷ୍ଟ ହୋଇଛି, ତାହା ଆକଳନ ହୋଇନଥିବାବେଳେ ଫ୍ୟାକ୍ଟ୍ରିରେ ନିଆଁ କିପରି ଲାଗିଲା ସେ ନେଇ କୌଣସି ସୂଚନା ମିଳିନାହିଁ ।

Intro:Body:

BANA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.