ETV Bharat / bharat

ସିଗାରେଟ ନିଆଁରୁ ଟ୍ରେନରେ ଅଗ୍ନିକାଣ୍ଡ - tarin

ଟ୍ରେନରେ ଅଗ୍ନିକାଣ୍ଡ । ସିଗାରେଟରୁ ନିଆଁ ଲାଗିଥିବା ଜଣାପଡିଛି । ଆଗକୁ ପଢନ୍ତୁ...

fire breaks out in train at bengaluru
ସିଗାରେଟ ନିଆଁରୁ ଟ୍ରେନରେ ଅଗ୍ନିକାଣ୍ଡ
author img

By

Published : Dec 26, 2019, 2:34 PM IST

ବେଙ୍ଗାଲୁରୁ: ଟ୍ରେନରେ ଲାଗିଲା ନିଆଁ । କର୍ଣ୍ଣାଟକ ଚିକ୍କାବନବରା ରେଳ ଷ୍ଟେସନରେ ଘଟିଛି ଏହି ଅଗ୍ନିକାଣ୍ଡ । ଟ୍ରେନଟି ଯଶୋବନ୍ତପୁରରୁ ରାଜସ୍ଥାନର ବିକାନିର ଯାତ୍ରା କରୁଥିଲା।

ସିଗାରେଟ ନିଆଁରୁ ଟ୍ରେନରେ ଅଗ୍ନିକାଣ୍ଡ

ଆଜି ହଠାତ ଏସି କମ୍ପାଟମେଣ୍ଟରୁ ଧୂଆଁ ଦେଖିବାକୁ ମିଳିଥିଲା । ରେଳ ଧାରଣାରେ କେହି ଜଣେ ସିଗାରେଟ ପକାଇଥିବାରୁ ନିଆଁ ଲାଗିଥିବା ଜଣାପଡିଛି । ଧିରେ ଧିରେ ଟ୍ରେନରେ ନିଆଁ ଲାଗି ଏସି କମ୍ପାଟମେଣ୍ଟକୁ ବ୍ୟାପିଥିଲା ।

ଖବର ପାଇ ରେଳ କର୍ମଚାରୀ ଏବଂ ଫାୟାର ଇଞ୍ଜିନ କର୍ମଚାରୀ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏଥିରେ ମୃତାହତଙ୍କ ବିଷୟରେ ଜଣାପଡିନାହିଁ ।

Intro:Body:

Accidentally Fire Breaks out  in a train at Bengaluru

Nelamangala(Karnataka):  Accidentally fired Breaks out in a train in Chikkabanavara Railway Station on the outskirts of Bengaluru.

This a train where runs from Yashwanthpura To bikaner of Rajasthan. Today while going from Bengaluru Accidentelly fire Breaks out in an A/C Compartment. 

The Fire Breaks out due to the Piece of cigarette has threw by someone in the Railway track. From the flame in a piece of a cigarette, Fire started and it spread over to the A/C compartment.

The fire engine and Railway staff immediately rushed and extinguished the fire, With the foresight of staff No casualties were found.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.