ମହାରାଷ୍ଟ୍ର: ମୁମ୍ବାଇର ଯୋଗେଶ୍ବରୀ ଅଞ୍ଚଳର ଏକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ 7ଟି ଦମକଳ ବାହିନୀ ନିୟୋଜିତ ଅଛନ୍ତି । ଏଯାବତ କ୍ଷୟକ୍ଷତିର କୌଣସି ଆକଳନ କରାଯାଇ ନାହିଁ ।
ତେବେ ମୁମ୍ବାଇରେ ବାରମ୍ବାର ଘଟୁଛି ଏଭଳି ଅଗ୍ନିକାଣ୍ଡ। 2008 ରୁ 2019 ମଧ୍ୟରେ ମୁମ୍ବାଇରେ ପ୍ରାୟ 56,145 ଅଗ୍ନିକାଣ୍ଡ ଘଟି 677 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
@ ANI