ETV Bharat / bharat

କାର ସୋରୁମରେ ଅଗ୍ନିକାଣ୍ଡ

ମଧ୍ୟପ୍ରଦେଶର ବିଟୁଲ ଜିଲ୍ଲାରେ ଥିବା କାର ସୋରୁମରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡଟି ରବିବାର ସକାଳ ସମୟରେ ହୋଇଛି ।

author img

By

Published : May 19, 2019, 8:28 PM IST

ଫାଇଲ ଫଟୋ

ଭୋପାଲ: କାର ସୋରୁମରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡଟି ରବିବାର ସକାଳ ସମୟରେ ମଧ୍ୟପ୍ରଦେଶର ବିଟୁଲ ଜିଲ୍ଲାରେ ଘଟିଛି । ଅଗ୍ନିକାଣ୍ଡ ବିଷୟରେ ଖବର ପାଇ ଦମକଳ ବାହିନୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିବା ସହ ନିଆଁକୁ ଆୟତ କରିଛନ୍ତି ।

କାର ସୋରୁମରେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ଏହି ଅଗ୍ନିକାଣ୍ଡରେ ଆହତ ଓ କ୍ଷୟକ୍ଷତିର ପରିମାଣ ଆକଳନ କରାଯାଇନାହିଁ ।

Intro:Body:

sdfaas

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.