ETV Bharat / bharat

ଆଜି ବଜେଟ ଆଲୋଚନାରେ ମତ ରଖିବେ ଅର୍ଥମନ୍ତ୍ରୀ

ଆଜି ସଂସଦରେ ହେବାକୁ ଥିବା ବଜେଟ ସମ୍ବନ୍ଧିତ ବିତର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ମତାମତ ରଖିବେ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 10, 2019, 11:47 AM IST

ନୂଆଦିଲ୍ଲୀ: ଚଳିତ କେନ୍ଦ୍ରୀୟ ବଜେଟକୁ ନେଇ ସଂସଦରେ ହେବାକୁ ଥିବା ବିତର୍କରେ ନିଜର ମତାମତ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଜୁଲାଇ 5ରେ ସେ ତାଙ୍କର ପ୍ରଥମ ବଜେଟ ଉପସ୍ଥାପନା କରିଥିଲେ ।

ସଂସଦରେ 2019-20 ଆର୍ଥିକ ବର୍ଷର ପ୍ରଥମ ବଜେଟ ଆଗତ ହେବା ପରେ ବିଭିନ୍ନ ମହଲରେ ଏହାର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ପ୍ରଥମ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ବ୍ରିଫକେଶ ନୁହେଁ ବରଂ ଖୋଲିଥିଲେ ବଜେଟ ବହି-ଖାତା । 4 ଫର୍ଦ୍ଦର ନାଲି କପଡା ଭିତରେ ରହିଥିଲା 130 କୋଟି ଜନତାଙ୍କ ବାର୍ଷିକ ଆର୍ଥିକ ବିବରଣୀ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.