ETV Bharat / bharat

କୋରୋନା ମୁକାବିଲା: ବିଧାୟକ ପାଣ୍ଠିରେ 5 ଲକ୍ଷ ବୃଦ୍ଧି କଲେ ରାଜସ୍ଥାନ ସରକାର - FIGHT AGAINST CORONA

କୋରୋନା ମୁକାବିଲା କରିବା ପାଇଁ ରାଜସ୍ଥାନ ସରକାର ବିଧାୟକଙ୍କ ପାଣ୍ଠିରେ 5 ଲକ୍ଷ ଟଙ୍କା ବୃଦ୍ଧି କରିଛନ୍ତି । ଏନେଇ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କହିଛନ୍ତି । ଅଧିକ ପଢନ୍ତୁ...

FIGHT AGAINST CORONA: rajastan govt increases mla lad to 5 lakhs
କୋରୋନା ମୁକାବିଲା: ବିଧାୟକ ପାଣ୍ଠିରେ 5 ଲକ୍ଷ ବୃଦ୍ଧି କଲେ ରାଜସ୍ଥାନ ସରକାର
author img

By

Published : Mar 26, 2020, 11:17 PM IST

ଜୟପୁର: କୋରୋନା ମୁକାବିଲା କରିବା ପାଇଁ ରାଜସ୍ଥାନ ସରକାର ବିଧାୟକଙ୍କ ପାଣ୍ଠିରେ 5 ଲକ୍ଷ ଟଙ୍କା ବୃଦ୍ଧି କରିଛନ୍ତି । ଏନେଇ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କହିଛନ୍ତି । ଏହା ସହ କୋରୋନା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା କଥା ସେ ଉଲ୍ଲେଖ କରିଛନ୍ତି ।

ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କହିଛନ୍ତି, ‘ସଂକ୍ରମଣ ରୋକିବାକୁ ରାଜସ୍ଥାନର ଗ୍ରାମାଞ୍ଚଳରେ ସୋଡିୟମ୍ ହାଇପୋକ୍ଲୋରାଇଟ ସ୍ପ୍ରେ କରାଯାଉଛି । ଏହା କୋରୋନା ସଂକ୍ରମଣ ରୋକିବାରେ ସାହାଯ୍ୟ କରିବ । ସେହିପରି ବିଧାୟକଙ୍କ ପାଣ୍ଠିରେ 5 ଲକ୍ଷ ଟଙ୍କା ବୃଦ୍ଧି କରିଛୁ । ଏହା ସହ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିପରି ସହଜରେ ପାଇପାରିବେ ସେଥିପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ।’

ରାଜସ୍ଥାନରେ ବର୍ତ୍ତମାନ ସୁଦ୍ଧା 43ଜଣଙ୍କ ରକ୍ତ ନମୁନା ପଜିଟିଭ ଚିହ୍ନଟ ହୋଇଛି । ଏଥିରେ 2 ଜଣ ବିଦେଶୀ ନାଗରିକ ରହିଛନ୍ତି । ସେହିପରି 3 ଜଣ ଲୋକ ସୁସ୍ଥ ହୋଇଥିବା ଜଣାପଡିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.