ETV Bharat / bharat

ଧାଡିରେ 2 ଦିନ: ୟୁରିଆ ନେଲା ଜୀବନ - ସାର ପାଇଁ ଧାଡିରେ ରହି ପ୍ରାଣଗଲା

ୟୁରିଆ ସାର ପାଇଁ ଧାଡିରେ ଛିଡା ହୋଇଥିବାବେଳେ ହୃଦଘାତ ଘଟିବାରୁ ଜଣେ କୃଷକଙ୍କ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Sep 5, 2019, 2:05 PM IST

ହାଇଦ୍ରାବାଦ: ୟୁରିଆ ସାର ପାଇଁ ଧାଡିରେ ଛିଡା ହୋଇଥିବାବେଳେ ହୃଦଘାତ ହେବାରୁ ଜଣେ କୃଷକଙ୍କ ମୃତ୍ୟୁ ହୋଇଛି । ଏହି ସିଦ୍ଦିପେଟ୍ଟା ଜିଲ୍ଲାର ଡୁବାକାରେ ଏହି ଘଟଣା ଘଟିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସୂଚନାଯୋଗ୍ୟ, ଥିମୟପଲ୍ଲୀ ଗାଁର ବାସିନ୍ଦା ଏଲୟା ଚାଷ କାମ ପାଇଁ ୟୁରିଆ ଆଣିବାକୁ ଯାଇ ଧାଡିରେ ଛିଡା ହୋଇରହିଥିଲେ । ଏପରିକି ସେ ଦୁଇ ଦିନ ହେଲା ଧାଡିରେ ଅପେକ୍ଷା କରିଥିଲେ ବୋଲି ଗ୍ରାମବାସୀ କହିଛନ୍ତି । ଆଜି ଧାଡିରେ ରହିଥିବା ସମୟରେ ତାଙ୍କର ହୃଦଘାତ ହୋଇଥିଲା । ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Intro:Body:

A farmer standing in queue for urea died in Dubbaka, siddipeta District. Farmer ellayya died in hospital after suffering due to heart attack. Villagers who said that Ellayya was Resident of Thimmayapally village, standing in the queue since two days for urea.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.