ETV Bharat / bharat

କୋରୋନା ଭାଇରସ: ଗୋଟିଏ ପରିବାରର 5 ଜଣ ହସ୍ପିଟାଲରେ ଭର୍ତ୍ତି - carona symptoms

କୋରୋନା ଭାଇରସ ଆକ୍ରାନ୍ତ ସନ୍ଦେହରେ  ହାଇଦ୍ରାବାଦ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଗୋଟିଏ ପରିବାରର 5 ଜଣ ସଦସ୍ୟ। ସମସ୍ତେ ନିକଟରେ ଚୀନରୁ ଫେରିଥିଲେ  । ଅଧିକ ପଢନ୍ତୁ...

carona virus
କୋରୋନା ଭାଇରସ
author img

By

Published : Feb 6, 2020, 2:48 PM IST

ହାଇଦ୍ରାବାଦ: କୋରୋନା ଭାଇରସ ଆକ୍ରାନ୍ତ ସନ୍ଦେହରେ ହାଇଦ୍ରାବାଦ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଗୋଟିଏ ପରିବାରର 5 ଜଣ ସଦସ୍ୟ। ସେମାନଙ୍କୁ ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତେ ନିକଟରେ ଚୀନରୁ ଫେରିଥିଲେ । କୋରୋନା ଭାଇରସ ସନ୍ଦେହରେ ସେମାନଙ୍କୁ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି ।

କୋରୋନା ଭାଇରସ

ସୂଚନାଯୋଗ୍ୟ ଯେ, ତେଲେଙ୍ଗାନା ସ୍ବାସ୍ଥ୍ୟ ବିଭାଗ ରାଜ୍ୟର ସମସ୍ତ ହସ୍ପିଟାଲକୁ କୋରୋନାକୁ ନେଇ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛି । ଫିବର ହସ୍ପିଟାଲ, ଗାନ୍ଧି ଏବଂ ଚେଷ୍ଟ ହସ୍ପିଟାଲରେ ତିନୋଟି ଆଇସୋଲେସନ ୱାର୍ଡ ସମେତ 100ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଏହା ପୂର୍ବରୁ ମଧ୍ୟ ହାଇଦ୍ରାବାଦର କେତେଜଣ ବ୍ୟକ୍ତିଙ୍କୁ କୋରୋନା ଭାଇରସରେ ଆକ୍ରାନ୍ତ ଥିବା ଆଶଙ୍କା କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Intro:Body:

A family of five members joined in Gandhi Hopital, Hyderabad with carona virus symptoms. It is known that one them were came from china recently (locaity of warangal dist).  Doctors admitted them in Isolation ward.  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.