ETV Bharat / bharat

ସବୁ ରୋଗର ମହୋଷୌଧି ‘କିୱି’ , ଖାଆନ୍ତୁ ନିରୋଗ ରୁହନ୍ତୁ...

ଶରୀର ପାଇଁ ଫଳ ଆହର ନିହାତି ଆବଶ୍ୟକ । ସେଥିମଧ୍ୟରୁ କିୱି ଫଳ ସ୍ବାସ୍ଥ୍ୟ ପାଇଁ ହିତକର । ଏହି ଫଳ ବିଭିନ୍ନ ପ୍ରକାର ରୋଗକୁ ଆରୋଗ୍ୟ କରିବାରେ ସାହାଯ୍ୟ କରେ ।

ଫାଇଲ ଫଟୋ
author img

By

Published : Jun 4, 2019, 7:12 AM IST

ଶରୀର ପାଇଁ ଫଳ ଆହର ନିହାତି ଆବଶ୍ୟକ । ସେଥିମଧ୍ୟରୁ କିୱି ଫଳ ସ୍ବାସ୍ଥ୍ୟ ପାଇଁ ହିତକର । ଏହି ଫଳ ବିଭିନ୍ନ ପ୍ରକାର ରୋଗକୁ ଆରୋଗ୍ୟ କରିବାରେ ସାହାଯ୍ୟ କରେ ।

ଯେଉଁ ବ୍ୟକ୍ତି ମାନେ ରକ୍ତଚାପ , ମେଦ ବହୁଳତା, କ୍ୟାନସର ଓ ହୃଦରୋଗ ସମ୍ବନ୍ଧୀୟ ରୋଗରେ ପୀଡିତ ଅଛନ୍ତି ସେମାନଙ୍କ ପାଇଁ ଏହି ଫଳ ରାମବାଣ ସଦୃଶ । ଯଦି ଆପଣଙ୍କ ଚର୍ମ ସମ୍ବନ୍ଧୀୟ ରୋଗ ଅଛି ତେବେ ଏହି ଫଳ ଖାଇବା ନିହାତି
ଆବଶ୍ୟକ ।

କିୱିରେ ଆଣ୍ଚି ମାଇକ୍ରୋବିଆଲ ଓ ରୋଗ ପ୍ରତିରୋଧକ ଶକ୍ତି ଭରପୂର ମାତ୍ରାରେ ରହିଛି । ଏଥିପାଇଁ ଗର୍ଭବତୀ ମହିଳାମାନଙ୍କୁ ପ୍ରଚୁର ପରିମାଣରେ କିୱି ଖାଇବାକୁ ଦିଆଯାଏ । ଏହାକୁ ଖାଇବା ଫଳରେ ଶରୀରରେ ଆଇରନର ଅଭାବ ଦେଖାଯାଏ ନାହିଁ ।

କିୱିରେ ପ୍ରଚୁର ମାତ୍ରାରେ ଭିଟାମିନ ସି ରହିଛି। ଏହାସହ ଭିଟାମିନ ଏ, ଭିଟାମିନ କେ ଓ ଭିଟାମିନ ଇ ମଧ୍ୟ ଏଥିରେ ରହିଛି । ଏହି ଫଳରେ କ୍ୟାଲସିୟମ, ମ୍ୟାଗନେସିୟମ ଓ ଫସଫରସର ମାତ୍ରାଧିକ ପରିମାଣରେ ରହିଥାଏ । ହଜମ କ୍ରିୟାରେ ଏହି ଫଳ ସାହାଯ୍ୟ କରିଥାଏ । ଆସ୍ତମା ରୋଗୀମାନଙ୍କୁ ଏହି ଫଳ ଖାଇବାକୁ ଦିଆଯାଏ । କାରଣ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ସି ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ ।

ତେବେ ଏହା ଏକ ଚାଇନିଜ ଫଳ । ଏହି ଫଳ ଆକାରରେ ଟିକେ ବଡ ହୋଇଥିବା ବେଳେ ବହୁତ ସୁସ୍ବାଦୁ ହୋଇଥାଏ । ଏହା ଏକ ବିଦେଶୀ ଫଳ । ତେବେ ନ୍ୟୁଜିଲାଣ୍ଡର ଜାତୀୟ ପକ୍ଷୀର ନାମ ଅନୁସାରେ ଏହାର ନାମକରଣ କିୱି କରାଯାଇଛି ।

Intro:Body:

ccxcs

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.