ETV Bharat / bharat

ଦିଲ୍ଲୀ ଏକସ୍ପୋ ମାର୍ଟରେ ପ୍ଳାଷ୍ଟିକ ମୁକ୍ତ ଅଭିଯାନର ବାର୍ତ୍ତା - _Expo Mart Dazzled

ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ଏକ୍ସପୋ ମାର୍ଟ। ଚଳିତ ବର୍ଷ 50 ଟନ ପ୍ଲାଷ୍ଟିକର ବ୍ୟବହାର କରାଯାଇ ଏହି ମେଳାର ସୌନ୍ଦର୍ଯ୍ୟକରଣ କରାଯିବ।

ଦିଲ୍ଲୀ ଏକସ୍ପୋ ମାର୍ଟରେ ପ୍ଳାଷ୍ଟିକ ମୁକ୍ତ ଅଭିଯାନର ବାର୍ତ୍ତା
author img

By

Published : Oct 16, 2019, 3:53 PM IST

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଚଳିତ ବର୍ଷର ଗ୍ରେଟର ନୋଇଡା ଏକ୍ସପୋ ମାର୍ଟ । ଏହାର 48 ତମ ସଂସ୍କରଣ ଅକ୍ଟୋବର 16ରୁ ଦିଲ୍ଲୀରେ ଆରମ୍ଭ ହୋଇଛି । ଏହି ମେଳାରେ ବିଭିନ୍ନ ସ୍ଥାନରୁ ବୃହତ ଓ କ୍ଷୁଦ୍ରଶିଳ୍ପର କ୍ରୟକାରୀ ସଂସ୍ଥା ସାମିଲ ହେବେ।

ତେବେ ଚଳିତ ବର୍ଷର ବିଷୟ ବସ୍ତୁ ଟିକେ ଭିନ୍ନ ରହିଛି । ଏହି ମେଳାର ସୌନ୍ଦର୍ଯ୍ୟ କରଣ ପାଇଁ 50 ଟନ ପ୍ଲାଷ୍ଟିକର ବ୍ୟବହାର କରାଯାଇଛି । ଯାହାଦ୍ବାରା ସମାଜକୁ ପ୍ଲାଷ୍ଟିକ ମୁକ୍ତ ବାର୍ତ୍ତା ଯିବ।

ଦିଲ୍ଲୀ ଏକସ୍ପୋ ମାର୍ଟରେ ପ୍ଳାଷ୍ଟିକ ମୁକ୍ତ ଅଭିଯାନର ବାର୍ତ୍ତା

ଏହି ମେଳା ଅକ୍ଟୋବର 16ରୁ ଆରମ୍ଭ ହୋଇ 30 ପର୍ଯ୍ୟନ୍ତ ଚାଲିବ। ଯେଉଁଠି ବିଶ୍ବସ୍ତରରୁ 7 ହଜାରୁ ଊର୍ଦ୍ଧ୍ବ କ୍ରୟକାରୀ ସଂସ୍ଥା ଆସି ପହଞ୍ଚିବେ। ଏନେଇ ଏକ୍ସପୋର ମହାନିର୍ଦ୍ଦେଶକ ରାକେଶ କୁମାର କହିଛନ୍ତି ।

ବିଭିନ୍ନ ସହରରୁ ପୁଳାପୁଳା ପ୍ଲାଷ୍ଟିକ ସଂଗ୍ରହ କରାଯାଇଛି। ଯାହାକୁ ଇ-ୱେଷ୍ଟ ଭାବେ ନାମିତ କରାଯାଇଛି। ପାଖାପାଖି 50 ଟନ ପ୍ଲାଷ୍ଟିକର ବ୍ୟବହାର କରାଯାଇ ଦିଲ୍ଲୀ ଏକ୍ସପୋ ମାର୍ଟର ସୌନ୍ଦର୍ଯ୍ୟକରଣ କରାଯିବ।

Intro:ग्रेटर नोएडा एक्सपों मार्ट में 16 अक्टूबर सें शुरुवात होगा संस्करण 48 वां दिल्ली फेंयर। दुनिया भर सें आयातक और बड़े घरेंलू खुदरा भारी संख्या में खरीददार होगें शामिल।इस बार दिल्ली फेंयर में पर्यावरण को देखते हुए ईपीसीएच इस बार शों में सजावट को चका चौंद करनें के लिए एक्सपो मार्ट में सजावट के लिए प्लास्टिक और प्लास्टिक वेस्ट का इस्तेमाल करके एक्सपो मार्ट को सजाएगा जा रहा है।
Body: एक्सपो मार्ट में चल रहें 48 वां संस्करण की शुरूवात 16 अक्टूबर सें हो जाएगी ।इस बार एक्सपोमार्ट में पर्यावरण को देखते हुए प्रदूषण मुक्त करने के लिए ईपीसीएच द्वारा जो प्लास्टिक वेस्ट और खराब कंप्यूटर के पार्ट फैब्रिक कि बेकार वस्तुओं दिल्ली फेंयर के सजावट मे इस्तेमाल की जाएगी।16 अक्टूबर से 30 अक्टूबर तक दिल्ली फेयर का शानदार तरीके से एक्सपो मार्ट में आगाज किया जाएगा जिसमें दुनिया भर के खरीदार दिल्ली फेंयर में पहुँचेंगे।
Conclusion:ईपीसीएच के महानिदेशक राकेश कुमार ने बताया है कि इस बार प्लास्टिक मुक्त करने के लिए एक्सपो मार्ट में चल रहे 48 वां दिल्ली फेंयर में जो फेंयर में सजावट की जाएगी। वह ई वेस्ट द्वारा की जाएगी। इसीलिए कई शहरों और राज्यों से ई वेस्ट को मंगवाया गया है उस ई वेस्ट से एक्सपो मार्ट में चल रहे दिल्ली फेंयर में प्रयोग कर सुंदरता को चकाचौंद किया गया है। प्लास्टिक मुक्त करने के लिए लगभग 50 टन से ज्यादा ई वेस्ट को दिल्ली फेंयर प्रयोग में किया गया है।

बाइट-राकेश कुमार (महानिदेशक ईटीसीएच)

बाइट-गोपाल रथ (कलाकार)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.