ETV Bharat / bharat

ବୋମା ବିସ୍ଫୋରଣରେ 2 ମୃତ

ପଶ୍ଚିମବଙ୍ଗର କାଙ୍କିନାରାରେ ବୋମା ବିସ୍ଫୋରଣ । ଘଟଣାରେ 2 ଜଣ ମୃତ । ଗାଁରେ ପୋଲିସର କଡା ପହରା ।

author img

By

Published : Jun 11, 2019, 10:17 AM IST

ଫଟୋ ସୌଜନ୍ୟ : ଏଏନଆଇ

କୋଲକାତା: ପଶ୍ଚିମବଙ୍ଗର କାଙ୍କିନାରାରେ ବୋମା ବିସ୍ଫୋରଣ ଘଟି 2 ଜଣଙ୍କ ମୃତ୍ୟୁ ଘଟିଛି । ଗତରାତିରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଗତରାତିରେ କେହି ଜଣେ ଦୁର୍ବୃତ୍ତ ଆସି ବୋମା ପକାଇ ଚାଲିଯାଇଛି । ଏହି ବିସ୍ଫୋରଣରେ 2 ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ସ୍ଥାନୀୟ ଅଞ୍ଚଳର କିଛି ସ୍ଥାନରୁ ଚୋରି ମଧ୍ୟ ହୋଇଛି । ତେବେ ଏହାର ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗାଁରେ ପୋଲିସଙ୍କର କଡା ପହରା ଚାଲିଛି ।

Intro:Body:

htrj

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.