ETV Bharat / bharat

ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସମ୍ପ୍ରସାରିତ ହେବ ବିମାନବନ୍ଦର

ଦେଶରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସମ୍ପ୍ରସାରିତ ହେବ ବିମାନବନ୍ଦର । ସର୍ବପ୍ରଥମେ ଏହି ଯୋଜନାକୁ ହିମାଳୟ ପାଦଦେଶସ୍ଥ ପାହାଡି ରାଜ୍ୟ ଉତ୍ତରାଖଣ୍ଡରୁ କାର୍ଯ୍ୟକାରୀ କରାଯିବ । ଏନେଇ ଏୟାର ମାର୍ସଲ ଅରବିନ୍ଦ୍ରା ସିଂ ବୁଟୋଲାଙ୍କୁ ନିଜ ବାସଭବନରେ ଭେଟି ଆଲୋଚନା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ । ଅଧିକ ଖବର ପଢନ୍ତୁ...

author img

By

Published : Nov 30, 2019, 1:01 PM IST

_utarakhand cm meets air marshal butola
ବର୍ଡରରେ ସଂପ୍ରସାରଣ ହେବ ବିମାନବନ୍ଦର

ଡେରାଡୁନ: ଦେଶରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସମ୍ପ୍ରସାରିତ ହେବ ବିମାନବନ୍ଦର । ସର୍ବପ୍ରଥମେ ଏହି ଯୋଜନାକୁ ହିମାଳୟ ପାଦଦେଶସ୍ଥ ପାହାଡି ରାଜ୍ୟ ଉତ୍ତରାଖଣ୍ଡରୁ କାର୍ଯ୍ୟକାରୀ କରାଯିବ । ଏନେଇ ଏୟାର ମାର୍ସଲ ଅରବିନ୍ଦ୍ରା ସିଂ ବୁଟୋଲାଙ୍କୁ ନିଜ ବାସଭବନରେ ଭେଟି ଆଲୋଚନା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ।

ଏହି ସାକ୍ଷାତକାର ପୂର୍ବରୁ ଏୟାର ମାର୍ସଲ ଅରବିନ୍ଦ୍ରା ସିଂ ବୁଟୋଲା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଫୋନ କରିଥିଲେ । ଶୁକ୍ରବାର ହୋଇଥିବା ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି।

ଏହି ବୈଠକରେ ମୁଖ୍ୟତଃ ସୀମା ଅଞ୍ଚଳରେ ବିମାନ ଚଳାଚଳକୁ ସଂପ୍ରସାରଣ କରିବା ପାଇଁ ଆଲୋଚନା ହୋଇଥିଲା । ଏହାସହ ରାଜ୍ୟର ଅଭିବୃଦ୍ଧି ପାଇଁ ଏକ ଯୋଜନା ରୂପରେଖ ପ୍ରସ୍ତୁତ ହୋଇଛି । ଏହି ସମ୍ପ୍ରସାରଣ ଉଦ୍ୟମ ପ୍ରଥମେ ଚୌଖୁଟିଆ ବିମାନବନ୍ଦରରୁ ଆରମ୍ଭ ହେବ । ଉତ୍ତରାଖଣ୍ଡର ଚୌଖୁଟିଆ ସହର ରାଜ୍ୟର ଆଲମୋରା ଜିଲ୍ଲାରେ ଅବସ୍ଥିତ । ଏଠାରୁ ନିକଟରେ ଥିବା ବିମାନବନ୍ଦର ହେଉଛି ପାଟନାଗଡ ଏୟାରପୋର୍ଟ, ଯାହା 112 କିଲୋମିଟର ଦୂରରେ ଅବସ୍ଥିତ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.