ETV Bharat / bharat

ଆକବରଙ୍କ ପରେ ଜୟଶଙ୍କର ହେବେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ! - ଜୟ ଶଙ୍କର

ମୋଦି ସରକାରରେ ମନ୍ତ୍ରୀ ଭାବେ ପୂ୍ର୍ବତନ ବିଦେଶ ମନ୍ତ୍ରଣାଳୟର ସଚିବ ସୁବ୍ରମଣ୍ୟମ ଜୟଶଙ୍କର ଶପଥ ନେଇଛନ୍ତି। ଜୟ ଶଙ୍କର ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ 2015ରୁ 2018 ପର୍ଯ୍ୟନ୍ତ ବିଦେଶ ମନ୍ତ୍ରଣାଳୟର ସଚିବ ଭାବେ ନିଜ କାର୍ଯ୍ୟଭାର ତୁଲାଇଛନ୍ତି। ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ ଜୟ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ହେବା ନେଇ ଅନୁମାନ କରାଯାଉଛି।

ଫାଇଲ ଫଟୋ
author img

By

Published : May 30, 2019, 10:41 PM IST

ନୂଆଦିଲ୍ଲୀ: ପୂର୍ବ ବିଦେଶ ମନ୍ତ୍ରଣାଳୟର ସଚିବ ସୁବ୍ରମଣ୍ୟମ ଜୟ ଶଙ୍କର ଶପଥ ନେବା ସହ ମୋଦି ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି । 1977 ବ୍ୟାଚ୍‌ର ବିଦେଶ ସେବାଧିକାରୀ ଜୟ ଶଙ୍କର ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ 2015ରୁ 2018 ପର୍ଯ୍ୟନ୍ତ ବିଦେଶ ମନ୍ତ୍ରଣାଳୟର ସଚିବ ଭାବେ ନିଜ କାର୍ଯ୍ୟଭାର ତୁଲାଇଛନ୍ତି ।

ବୈଦେଶିକ ବ୍ୟାପାର ମାମଲାରେ ଦକ୍ଷ ଥିବା ଜୟ ଶଙ୍କର ଆମେରିକା, ଚୀନ୍‌ରେ ଭାରତୀୟ ରାଷ୍ଟ୍ରଦୂତ ତଥା ସିଙ୍ଗାପୁରର ହାଇକମିସନର ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ବୈଦେଶିକ ସଚିବ ଭାବେ କାର୍ଯ୍ୟକାଳ ସମାପ୍ତ ହେବା ପରେ ଜୟ ଶଙ୍କରଙ୍କୁ ଟାଟା ଗ୍ରୁପର ବୈଷୟିକ କର୍ପୋରେଟ ମାମଲାର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା ।

ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ ଜୟ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ହେବା ନେଇ ଅନୁମାନ କରାଯାଉଛି । ପୂର୍ବରୁ ମୋଦି 2014 ମସିହାରେ ସମ୍ବାଦିକ ଏମ ଜେ ଆକବର ଏହି ଦାୟିତ୍ୱରେ ଥିଲେ।

Intro:Body:

sdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.