ନୂଆଦିଲ୍ଲୀ: ସୋମବାର ୟୁରୋପୀୟାନ ସଂସଦ ଟିମର 30 ଜଣ ସଦସ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ୍ ଡୋଭାଲଙ୍କୁ ଭେଟିଛନ୍ତି ।
ଏହି ଅବସରରେ ଜାମ୍ମୁ କାଶ୍ମୀର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଭାରତ ସହ ଆଲୋଚନା କରିଥିଲା ଏହି ଟିମ। ପ୍ରଧାନମନ୍ତ୍ରୀ ଏବଂ ଏନଏସଏ ଡୋଭାଲଙ୍କ ସହ ବାର୍ତ୍ତାଳାପ କରି ନିଜର ଖୁସିବ୍ୟକ୍ତ କରିଛନ୍ତି ସେମାନେ। ଆସନ୍ତା ମଙ୍ଗଳବାର ଜାମ୍ମୁକାଶ୍ମୀର ଗସ୍ତରେ ଯିବ ୟୁରୋପରୁ ଭାରତ ଆସିଥିବା ସଂସଦ ଟିମ।