ETV Bharat / bharat

ଲକଡାଉନ ପରେ ଭାରତରେ ଚାକିରୀ ସୁଯୋଗ ସୃଷ୍ଟି କରିବା ଜରୁରୀ - 20 lak crore package

ମଙ୍ଗଳବାର ରାତି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବତନ୍ତ୍ର ଅର୍ଥନୈତିକ ପ୍ୟାକେଜ ଘୋଷଣା କରିବା ସହ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆହ୍ବାନ ଦେଇଥିଲେ ।

Encouragement to Employment
ଚାକିରୀ ସୁଯୋଗ ସୃଷ୍ଟି କରିବା ଜରୁରୀ
author img

By

Published : May 16, 2020, 2:32 PM IST

ହାଇଦ୍ରାବାଦ: ମଙ୍ଗଳବାର ରାତି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବତନ୍ତ୍ର ଅର୍ଥନୈତିକ ପ୍ୟାକେଜ ଘୋଷଣା କରିବା ସହ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆହ୍ବାନ ଦେଇଥିଲେ । ଏହାପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 20 ଲକ୍ଷ କୋଟି ପ୍ୟାକେଜ ନେଇ ଲୋକଙ୍କ ପାଖରେ ପହଞ୍ଚାଇଥିଲେ । ଅର୍ଥମନ୍ତ୍ରୀଙ୍କ ଦ୍ବାରା 15ଟି ପ୍ରକାର ଉଲ୍ଲେଖ କରାଗଲା । ଏଥିରେ କ୍ଷୁଦ୍ର, ମଧ୍ୟମ ବ୍ୟବସାୟ ଠୁ ଆରମ୍ଭ କରି ବିଦ୍ୟୁତ ଉପକରଣ କମ୍ପାନୀଗୁଡିକର ସମ୍ପୁର୍ଣ୍ଣ ବିବରଣୀ ରହିଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମନିର୍ଭର ଭାରତକୁ ସମ୍ପୁର୍ଣ୍ଣ ପ୍ରତିଫଳିତ କରୁଛି ଏହି ପ୍ୟାକେଜ ।

ଏହି ପ୍ୟାକେଜ ଘୋଷଣା ପରେ ସରକାର ପୁଣି ଥରେ ଦେଶକୁ ପୂର୍ବଭଳି କରିବାକୁ ସଙ୍କଳ୍ପବଦ୍ଧ । ପ୍ରଥମ ପର୍ଯ୍ୟାୟ ଲକଡାଉନର 2 ଦିନ ପରେ ଅର୍ଥମନ୍ତ୍ରୀ ‘ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ରେ 1.70 ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଥିଲେ । ଏହା ସମ୍ପୁର୍ଣ୍ଣ ଜିଡିପିର 0.8 ପ୍ରତିଶତ ଥିଲା । ଏହାପରେ ରିଜର୍ଭ ବ୍ୟାଙ୍କ ଦ୍ବାରା ଗ୍ରହଣ କରାଯାଇଥିବା 2ଟି ପଦକ୍ଷେପ ଜିଡିପିର 3 ପ୍ରତିଶତ । ତେବେ ବର୍ତ୍ତମାନର 20 ଲକ୍ଷ କୋଟି ପ୍ୟାକେଜ ସମ୍ପୁର୍ଣ୍ଣ ଜିଡିପିର 10 ପ୍ରତିଶତ । ଏହି ପ୍ୟାକେଜର ଘୋଷଣା ପରେ ବର୍ତ୍ତମାନ ଆମେ ଜାପାନ, ଆମେରିକା, ସ୍ବିଡେନ ଓ ଜର୍ମାନୀ ସହ ଯୋଡି ହୋଇଛି । ଏହି ସବୁ ଦେଶ ମଧ୍ୟ ନିଜର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ମେଗା ପ୍ୟାକେଜର ଘୋଷଣା କରିଛନ୍ତି ।

କୃଷି ପରେ ସରକାର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସହାୟତା ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି । ଏହି ଅନ୍ତର୍ଗତ ପ୍ରାୟ 12 କୋଟି ଚାକିରୀ ସୃଷ୍ଟି ହେବ । ଏହି ସମୟରେ ହୋଟେଲ୍ ଓ ପର୍ଯ୍ୟଟନ ମଧ୍ୟ ପୁନଃବିକାଶ ମଧ୍ୟ ଜରୁରୀ । ସରକାରକୁ ଚାଷୀଙ୍କ ଠାରୁ ଫସଲ କିଣିବା ଆବଶ୍ୟକ ଓ ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ଜରୁରୀ । ବ୍ରିଟେନ ନିଜ କର୍ମଚାରୀଙ୍କୁ 80 ପ୍ରତିଶତ ଦରମା ଦେଉଛି । ଏହାସହ ଆମେରିକା ଓ ଅଷ୍ଟ୍ରେଲିଆ ମଧ୍ୟ ବେରୋଜଗାରୀକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରୁଛି ।

ଏହି ସମୟରେ ସରକାରଙ୍କ ପୁରା ଦାୟିତ୍ବ କି ସେ ଦରମା ପାଉନଥିବା ସମସ୍ତ କର୍ମଚାରୀଙ୍କୁ ଦରମା ପ୍ରଦାନ କରିବେ । ଏବେର ସଙ୍କଟରେ ପ୍ୟାକେଜରେ ଅଯୋଥା ଅର୍ଥ ଅପଚୟ ଗ୍ରହଣୀୟ ନୁହେଁ । ତେଣୁ ପ୍ୟାକେଜର ଲାଭ ପାଇବାକୁ ସମସ୍ତ ପ୍ରକାର ଚେଷ୍ଟା କରିବା ଜରୁରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.