ଶ୍ରୀନଗର: ସୀମାରେ ଅଶାନ୍ତି। ସକାଳୁ ଆରମ୍ଭ ହୋଇଯାଇଛି ଗୁଳିବର୍ଷଣ। ସୁରକ୍ଷା କର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଜାମ୍ମୁ କାଶ୍ମୀର କୁଲଗାମର ନାଗନାନ୍ଦ- ଚିମର ଅଞ୍ଚଳରେ ଏନକାଉଣ୍ଟର ଜାରି।
-
#UPDATE: One unidentified terrorist killed in Kulgam encounter. Operation going on. Further details shall follow: Kashmir Zone Police https://t.co/ZWxkByxbUf
— ANI (@ANI) July 17, 2020 " class="align-text-top noRightClick twitterSection" data="
">#UPDATE: One unidentified terrorist killed in Kulgam encounter. Operation going on. Further details shall follow: Kashmir Zone Police https://t.co/ZWxkByxbUf
— ANI (@ANI) July 17, 2020#UPDATE: One unidentified terrorist killed in Kulgam encounter. Operation going on. Further details shall follow: Kashmir Zone Police https://t.co/ZWxkByxbUf
— ANI (@ANI) July 17, 2020
ଏଥିରେ 3 ଅଜ୍ଞାତ ଆତଙ୍କୀ ନିପାତ ହୋଇଛନ୍ତି । ତେବେ ଆତଙ୍କୀର ପରିଚୟ ମିଳିନଥିବା ବେଳେ ଏନେଇ ଅଧିକ ସନ୍ଧାନ ଜାରି ରହିଛି। ଉକ୍ତ ସ୍ଥାନରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସମେତ ସାମଗ୍ରୀ ଜବତ କରାଯାଇଛି। ସର୍ଚ୍ଚ ଅପରେସନ୍ ଚାଲିଛି।
ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ଓ ସୁରକ୍ଷା କର୍ମୀ ଉପସ୍ଥିତ ଅଛନ୍ତି। ଏନେଇ ସମସ୍ତ ସୂଚନା ଜାମ୍ମୁକାଶ୍ମୀର ପୋଲିସ ଦେଉଛି। ଅଧିକ ଖବର ପାଇଁ ଅପେକ୍ଷା କରନ୍ତୁ।
ସୂଚନା ଥାଉକି, ଜୁଲାଇ 5ରେ କୁଲଗାମର ଆରିହା ଗ୍ରାମରେ ହୋଇଥିବା ଏନକାଉଣ୍ଟରରେ 2 ଜଣ ଆତଙ୍କୀ ସଫା ହୋଇଥିଲା।
@ANI