ETV Bharat / bharat

ପୁଣି ଏନସେଫାଲାଟିସ ନେଲା 8 ଜୀବନ - samastipur

ପୁଣି ଏନସେଫାଲାଇଟିସ ନେଲା 8 ଜୀବନ । ଦିନକୁ ଦିନ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା ବିହାରର ମୁଜାଫାରପୁର ଏବଂ ସମସ୍ତିପୁର ଭଳି ଅନ୍ୟ ଜିଲ୍ଲାକୁ ମଧ୍ୟ ବ୍ୟାପିଲାଣି ଏହି ରୋଗ ।

ଫାଇଲ ଫଟୋ
author img

By

Published : Jun 24, 2019, 3:42 AM IST

ପାଟନା : ବିହାର ସମସ୍ତିପୁର ସଦର ହସ୍ପିଟାଲରେ 8 ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଏଇଏସ ଯୋଗୁଁ ଶିଶୁଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ମୁଜାଫରପୁର, ସମସ୍ତିପୁରରୁ ଧିରେ ଧିରେ ପଡୋଶୀ ଜିଲ୍ଲାକୁ ବ୍ୟାପିଲାଣି ଏହି ମାରାତ୍ମକ ରୋଗ ।

ବିହାର ବିଭିନ୍ନ ଡାକ୍ତରଖାନାରେ ଏନେଇ କରାଯାଇଛି ସ୍ବତନ୍ତ୍ର ୱାର୍ଡ । ଏହାସହ ସମସ୍ତିପୁର ସଦର ହସ୍ପିଟାଲରେ ମଧ୍ୟ ଏଇଏସ ଆକ୍ରାନ୍ତଙ୍କ ଉଦ୍ଦେଶ୍ୟରେ ସ୍ପେଶାଲ ୱାର୍ଡର ବ୍ୟବସ୍ଥା କରାଯାଇଛି । ଏବେ ବି ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସମସ୍ତିପୁରରୁ ଅନେକ ରୋଗୀଙ୍କୁ ଦରଭଙ୍ଗା ମେଡିକାଲ କଲେଜକୁ ଅଧିକ ଚିକିତ୍ସା ପାଇଁ ପଠାଇ ଦିଆଯାଉଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 168ରୁ ଅଧିକ ଶିଶୁଙ୍କର ଏଇଏସରେ ପ୍ରାଣ ଗଲାଣି । ଆକ୍ୟୁଟ ଏନସେଫାଲାଇଟିସ ସିଣ୍ଡ୍ରୋମ(ଏଇଏସ) ନିଜର କାୟା ବିସ୍ତାର କରି ଗୋଟିଏ ପରେ ଗୋଟିଏ ଶିଶୁଙ୍କ ମୁଣ୍ଡ ନେବାରେ ଲାଗିଛି। ଏନେଇ ସରକାର ମଧ୍ୟ ରୋଗରୁ ନିରାକରଣ ପାଇଁ ।ଯଥାସମ୍ଭବ ଚେଷ୍ଟା ଚଳାଇଥିବା ଜଣାପଡିଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.