ETV Bharat / bharat

କୋରୋନା ସହାୟତା: ଗୋଟିଏ ଦିନର ଦରମା ଦେଲେ କର୍ଣ୍ଣାଟକ ପରିବହନ ନିଗମର କର୍ମଚାରୀ

କୋରୋନା ସହାୟତା ପାଇଁ ହାତ ବଢାଇଲେ କର୍ଣ୍ଣାଟକ ପରିବହନ ନିଗମର କର୍ମଚାରୀ । ମୁଖ୍ୟମନ୍ତ୍ରୀଙ୍କ କୋଭିଡ ରିଲିଫ ପାଣ୍ଠିକୁ ଦାନ କଲେ ଗୋଟିଏ ଦିନର ଦରମା । ଅଧିକ ପଢନ୍ତୁ....

author img

By

Published : May 14, 2020, 9:59 AM IST

Employees of the Karnataka road transport corporations
କୋରୋନା ସହାୟତା ପାଇଁ ହାତ ବଢାଇଲେ କର୍ଣ୍ଣାଟକ ପରିବହନ ନିଗମର କର୍ମଚାରୀ

ବେଙ୍ଗାଲୁରୁ: ଦେଶରେ ଜାରି ରହିଛି ଲକ ଡାଉନ । କୋରୋନା ସଂକ୍ରମଣକୁ ରୋକିବାକୁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ହେଲେ ତଥାପି ରୋକ ଲାଗି ପାରୁନି । ଦେଶରେ 74281 ପଜେଟିଭ ଚିହ୍ନଟ ହୋଇଥିବା ବେଳେ 2415 ଛୁଇଁଲାଣି ମୃତ୍ୟୁ ସଂଖ୍ୟା । ତେବେ ଏନେଇ ବିଭିନ୍ନ ରାଜ୍ୟରେ କୋଭିଡ19 ହସପିଟାଲ ମଧ୍ୟ ଖୋଲାଯାଇଛି । ପୁରା ଦେଶ ଏବେ କୋରୋନା ବିରୋଧରେ ଲଢୁଛି । ଏପରିକି କୋରୋନା ସହାୟତା ପାଇଁ ବିଭିନ୍ନ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ସହାୟତା କରୁଛନ୍ତି ।

ଏହି କ୍ରମରେ କର୍ଣ୍ଣାଟକର ପରିବହନ ନିଗମର କର୍ମଚାରୀ ସେମାନଙ୍କର ଗୋଟିଏ ଦିନର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ରାଜ୍ୟ ପରିବହନ ମନ୍ତ୍ରୀ ଲକ୍ଷ୍ମଣ ସାବାଡି ଏହି ଚେକ୍ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପାଙ୍କୁ ଦେଇଛନ୍ତି ।

ସୌଜନ୍ୟ @ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.