ETV Bharat / bharat

ଥାନାରୁ ଲାଇନ କାଟିଲେ ଲାଇଲ ମ୍ୟାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ - ପୋଲିସ ଷ୍ଟେସନ

ପୋଲିସ ଷ୍ଟେସନରୁ ଇଲେକ୍‌ଟ୍ରି କେନେକସନ କାଟି ଦେଇଛନ୍ତି ଜଣେ ଲାଇନ ମ୍ୟାନ । କନେକ୍ସନ କାଟିବା ପଛରେ କାରଣ ବିନା ହେଲମେଟ ପିନ୍ଧି ଗାଡି ଚଳାଉଥିବାରୁ ସ୍ଥାନୀୟ ପୋଲିସ ତାଙ୍କଠାରୁ 500ଟଙ୍କାର ଜରିମାନ ଆଦାୟ କରିଥିଲା ।

ଡିଜାଇନ ଫଟୋ
author img

By

Published : Aug 1, 2019, 4:40 AM IST

ଆଗ୍ରା: କଥାରେ ଅଛି, ଯେସାକୁ ତେସା । ଯଦି ନିୟମ ଲାଗୁ ହୁଏ, ନିୟମର ପାଳନ ସମସ୍ତେ କରିବେ । ଏମିତି କିଛି ଢଙ୍ଗରେ ମୁହଁ ତୋଢ ଜବାବ ଦେଇଛନ୍ତି ଉତ୍ତର ପ୍ରଦେଶ ଫରିଦାବାଦ ଅଞ୍ଚଳର ଜଣେ ଲାଇନ ମ୍ୟାନ ।

ତେବେ ଘଟଣାଟି ମଙ୍ଗଳବାର ଉତ୍ତର ପ୍ରଦେସ ଫରିଦାବାଦ ଅଞ୍ଚଳରେ ଘଟିଛି । ସ୍ଥାନୀୟ ପୋଲିସ ଷ୍ଟେସନରୁ ଇଲେକ୍‌ଟ୍ରି କନେକ୍ସନ୍ କାଟି ଦେଇଛନ୍ତି ଜଣେ ଲାଇନ ମ୍ୟାନ । ତେବେ କନେକ୍ସନ କାଟିବା ପଛରେ କାରଣ ବଡ ଆଶ୍ଚର୍ଯ୍ୟକର । ଉକ୍ତ ଲାଇନ ମ୍ୟାନ ଜଣଙ୍କ ବିନା ହେଲମେଟ ପିନ୍ଧି ଗାଡି ଚଳାଉଥିବାରୁ ସ୍ଥାନୀୟ ପୋଲିସ ତାଙ୍କଠାରୁ 500ଟଙ୍କାର ଜରିମାନ ଆଦାୟ କରିଥିଲା । ପ୍ରତିବଦଳରେ ଥାନର ବକୟା ଇଲେକ୍‌ଟ୍ରି ବିଲ ଥିବାରୁ ସେ ଥାନରୁ କନେକ୍ସନ କାଟି ଦେଇଥିଲେ ।

ତେବେ ଉକ୍ତ ଲାଇଲ ମ୍ୟାନଙ୍କ ନାମ ଶ୍ରୀନିବାସ । ସେ କହିବା କଥା ହେଲା, " ମୁଁ ଏକ କାମ ପାଇଁ ଅଫିସରୁ ବାଇକ୍‌ ଯୋଗେ ଯାଉଥିଲି । ମୋ ପାଖରେ ହେଲମେଟ ନଥିବାରୁ ସ୍ଥାନୀୟ ପୋଲିସ ଷ୍ଟେସନର ରମେଶ ଚନ୍ଦ୍ର ମୋ ନାମରେ 500ଟଙ୍କାର ଚାଲାଣ କାଟିଥିଲେ । ମୁଁ ଏକ ଗୁରୁତ୍ବପୂର୍ଣ୍ଣ କାମ ପାଇଁ ତରବରିଆ ଭାବରେ ଯାଉଛି ବୋଲି କହିବା ପରେ ବି ସେ ମୋ କଥା ଶୁଣି ନଥିଲେ । ମୋତେ ନିୟମ ବିଷୟରେ ବୁଝାଇଥିଲେ । ତେବେ ପୋଲିସ ଷ୍ଟେସନର 7 ଲକ୍ଷ୍‌ ଟଙ୍କା ବକୟା ବିଲ ରହିଥିବାରୁ, ନିୟମ ଅନୁଯାଇ ମୁଁ କକନେକ୍ସନ କାଟି ଦେଲି । "

ତେବେ ଉପର ଅଫିସରଙ୍କ ହସ୍ତକ୍ଷପ ପରେ 4 ଘଣ୍ଟା ପରେ ଥାନକୁ ଲାଇନ ଆସିଥିଲା ।

Intro:Body:

pra

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.