ETV Bharat / bharat

'ୱାନ ନେସନ, ୱାନ ଇଲେକସନ' କୁ ଇସିଙ୍କ ନାଁ

'ୱାନ ନେସନ, ୱାନ ଇଲେକସନ' କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ନିର୍ବାଚନ ଆୟୋଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ଏକ ରାଷ୍ଟ୍ର ଏକ ନିର୍ବାଚନ' ଉପରେ ଚର୍ଚ୍ଚା ନେଇ ବୁଧବାର ଏକ ସର୍ବଦଳୀୟ ବୈଠକ ହୋଇଥିଲା।

ପ୍ରତିକାତ୍ମକ ଫଟୋ
author img

By

Published : Jun 20, 2019, 10:55 AM IST

ନୂଆଦିଲ୍ଲୀ: 'ୱାନ ନେସନ, ୱାନ ଇଲେକସନ' କରିବାକୁ ନେଇ ମତାମତ ରଖିଛନ୍ତି ନିର୍ବାଚନ ଆୟୋଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଦିଆଯାଇଥିବା ଏ ସମ୍ପର୍କିତ ପ୍ରସ୍ତାବକୁ ବୁଧବାର ଏକ ସର୍ବଦଳୀୟ ବୈଠକ ହୋଇଥିଲା। ଯେଉଁଥିରେ ଅନେକ ରାଜନୈତିକ ଦଳ ସମର୍ଥନ କରିଥିବାବେଳେ କିନ୍ତୁ ନିର୍ବାଚନ ଆୟୋଗ ଏହାକୁ ଗ୍ରୀନ ସିଗନାଲ ଦେଇ ନାହାନ୍ତି । ଏହା ଉପରେ ଏବେ ବିଚାର କରିବା ସମ୍ଭବ ପର ନୁହେଁ ବୋଲି ଇସି ପକ୍ଷରୁ କୁହାଯାଇଛି ।

ଏହାକୁ ନେଇ ଜଣେ ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ କହିଛନ୍ତି ଯେ, ଏହି ୱାନ ନେସନ, ୱାନ ଇଲେକସନ ପ୍ରସ୍ତାବ ଯେତିକି ଉଚିତ। ସେତିକ ଅନୁଚିତ ମଧ୍ୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଏହା ବାସ୍ତବରେ ସମ୍ଭବ ହୋଇଥାନ୍ତା । ତେବେ ଚଳିତବର୍ଷ ଲୋକସଭା ଓ ବିଧାନସଭାର ନିର୍ବାଚନ ଏକାସାଙ୍ଗରେ ହିଁ ହୋଇଥାନ୍ତା ।

ଲୋକସଭା ନିର୍ବାଚନ ଚଳିତବର୍ଷ 7ଟି ପର୍ଯ୍ୟାୟରେ ହୋଇଥିଲା । ଯାହା 11 ଏପ୍ରିଲରୁ ଆରମ୍ଭ ହୋଇ ମେ 19ରେ ସରିଥିଲା। ମେ 23 ରେ ନିର୍ବାଚନର ଫଳାଫଳ ପ୍ରକାଶିତ ହୋଇଥିଲା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.