ETV Bharat / bharat

ଏପର୍ଯ୍ୟନ୍ତ କେତେ ଟଙ୍କା ଜବତ କଲେଣି ନିର୍ବାଚନ କମିଶନ, ଜାଣନ୍ତୁ - seize

କେତେ ସ୍ବଚ୍ଛ ଆମ ଦେଶର ନିର୍ବାଚନ ? ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ସମ୍ଭବ ତ ? ଏପର୍ଯ୍ୟନ୍ତ 377.511କୋଟି ବେଆଇନ ଟଙ୍କା ଜବତ ହେବା ପରେ ଉଠିଛି ଏଭଳି କିଛି ପ୍ରଶ୍ନ ।

ଫାଇଲ ଫଟୋ
author img

By

Published : Apr 4, 2019, 8:58 AM IST

ନୂଆଦିଲ୍ଲୀ: ନିର୍ବାଚନୀ ସମୟରେ ଚାଲିଛି ବେଆଇନ ଅର୍ଥ କାରବାର। କଳାଟଙ୍କାର ବିନିଯୋଗରେ ନିର୍ବାଚନୀ ବୈତରଣୀ ପାରି ହେବାକୁ ସ୍ବପ୍ନ ଦେଖୁଛନ୍ତି ଅସାଧୁ ନେତା। ଆଉ ଏମାନଙ୍କୁ ଧରିବାରେ ନିର୍ବାଚନ କମିଶନ ଜୋରସୋରରେ ଉଦ୍ୟମ କରୁଛନ୍ତି। ଏପର୍ଯ୍ୟନ୍ତ 377.511କୋଟି ଟଙ୍କା କମିଶନ ଜବତ କରିଥିବାର ନଜର ଆସିଛି।

କେବଳ ଏତିକି ନୁହେଁ, 157 କୋଟି ଟଙ୍କାର ମଦ, 705 କୋଟି ଟଙ୍କାର ଡ୍ରଗ୍ସ ମଧ୍ୟ ଜବତ ହୋଇଛି । 312 କୋଟି ଟଙ୍କାର ମୂଲ୍ୟବାନ ଧାତୁ ଜବତ କରିଛନ୍ତି ନିର୍ବାଚନ କମିଶନ। ବିଭନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଆଗକୁ ଆହୁରି ଅର୍ଥ ଜବତ ହେବାର ଅନୁମାନ କରାଯାଉଛି ।

Intro:Body:

New Delhi: The Congress will release its manifesto for the upcoming Lok Sabha polls at various state capitals on Thursday. Party spokespersons will release the manifesto at the state headquarters and list out the key points in the document.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.