ETV Bharat / bharat

ଆଇଫିଲ୍ ଟାୱାରରେ ଚଢିଲେ ଯୁବକ

author img

By

Published : May 20, 2019, 10:22 PM IST

ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆଇଫିଲ୍ ଟାୱାର(Eiffel Tower)ରେ ଏକ ସନ୍ଦିଗ୍ଧ ଯୁବକଙ୍କୁ ଦେଖାଯିବା ପରେ ଟାୱାର ସମେତ ଆଖପାଖର ଇଲାକାକୁ ଖାଲି କରି ଦିଆଯାଇଛି ।

ଫଟୋ ସୌଜନ୍ୟ: ଏଏନଆଇ

ଫ୍ରାନ୍ସ: ଖାଲି ହୋଇଗଲା ଆଇଫିଲ୍ ଟାୱାର । ସନ୍ଦିଗ୍ଧ ଯୁବକଙ୍କୁ ଦେଖିବାପେରେ ଖାଲି କରାଗଲା ଟାୱାର । ଆଜି(ସୋମବାର) ଅପରାହ୍ନରେ ଘଟିଛି ଏହି ଘଟଣା ।

ସୂଚନାଯୋଗ୍ୟ, ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆଇଫିଲ୍ ଟାୱାର(Eiffel Tower)ରେ ଏକ ସନ୍ଦିଗ୍ଧ ଯୁବକଙ୍କୁ ଦେଖାଯିବା ପରେ ଟାୱାର ସମେତ ଆଖପାଖର ଇଲାକାକୁ ଖାଲି କରି ଦିଆଯାଇଛି । ଏନେଇ ANI ସୂଚନା ଦେଇଛି।

Intro:ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କେବଳ ନାମଫଳକରେ ସୀମିତ ହୋଇ ରହିଛି । ଦୀର୍ଘ ଏକ ବର୍ଷ ତଳେ ତିଆରି ହୋଇଥିବା ଏହି କଲ୍ୟାଣକାରୀ ଯୋଜନାରୁ ଗୋଟିଏ ଦିନ ମଧ୍ୟ ପାଣି ମୁନ୍ଦାଏ ପାଇଲେନି ଗ୍ରାମବାସୀ କିମ୍ବା ପଥଚାରୀ ।ତେବେ ଏତେ ଟଙ୍କାରେ ନିର୍ମିତ ପାନୀୟଜଳ ପ୍ରକଳ୍ପ କାହା ସ୍ବାର୍ଥରେ ବୋଲି ପ୍ରଶ୍ନ ଉଠିଛି ।

Body:ବୌଦ୍ଧ ପଞ୍ଚାୟତ ସମିତି ପକ୍ଷରୁ ଗତ ୧୯୧୭-୧୮ ଆର୍ଥିକ ବର୍ଷରେ ବଢିଗାଁ ପଞ୍ଚାୟତ ଅନ୍ତର୍ଗତ ବଲାସିଂଘା ଗ୍ରାମର୫୭ ନମ୍ବର ଜାତୀୟ ରାଜପଥ କଡରେ ଲୋକଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଏକ ଲକ୍ଷ ପଞ୍ଚୋସ୍ତୋରୀ ହଜାର ଟଙ୍କା ବ୍ୟୟ ଅଟକଳ ରେ ନିର୍ମିତ ଏହି ଥଣ୍ଡା ପାଣି ପ୍ରକଳ୍ପ କୁ ନିର୍ମାଣ ର ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ନାମ ମଧ୍ୟରୁ କେବଳ ପ୍ରକଳ୍ପ କରାଯାଇ ବିଲ ହୋଇଛି, କିନ୍ତୁ ପାଣିର ନା ଗନ୍ଧ ନାହିଁ ।ଏଣୁ ଅତି ଶୀଘ୍ର ପ୍ରକଳ୍ପ କୁ କାର୍ଯ୍ୟକାରୀ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Conclusion:ବାଇଟ-୧-ବାବାଜୀ, ଗ୍ରାମବାସୀ
ବାଇଟ-୨-ପ୍ରଭାତ ଧଳ, ବୁଦ୍ଧିଜୀବୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.