ETV Bharat / bharat

ଇଜିପ୍ଟରୁ ଆସିବ ପିଆଜ, ତ୍ରାହି ପାଇବେ ଗ୍ରାହକ!

author img

By

Published : Nov 26, 2019, 10:23 AM IST

ଦେଶରେ ଲାଗି ରହିଥିବା ସମାଧାନ ନେଇ ପଦକ୍ଷେପ ନେଇଛନ୍ତି ସରକାର । ଲୋକଙ୍କୁ କନ୍ଦାଉଥିବା ପିଆଜର କମି ଯୋଗୁଁ ଇଜିପ୍ଚିରୁ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଭାରତ ଆସିବ ପିଆଜ। ଆଗକୁ ପଢନ୍ତୁ..

onion,egypt,india
ଇଜିପ୍ଟରୁ ଆସିବ ପିଆଜ

ମୁମ୍ବାଇ: କନ୍ଦାଉଛି ପିଆଜ । ହୁତହୁତ ହୋଇ ବଢୁଛି ଦର। ଏନେଇ ଇଜିପ୍ଟରୁ ଭାରତକୁ ଆମଦାନୀ ହେବ ପିଆଜ। ଡିସେମ୍ବର ପ୍ରଥମ ସପ୍ତାହରେ ଭାରତରେ ପହଞ୍ଚିବ ପ୍ରାୟ 6ହଜାର 90 ମେଟ୍ରିକ ଟନର ପିଆଜ । ଏହି ପିଆଜ ସମସ୍ତ ରାଜ୍ୟମାନଙ୍କୁ ଯୋଗାଇ ଦିଆଯିବ। ଖାଉଟି ଯୋଗାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଏମଏମଟିସି ପକ୍ଷରୁ ଅର୍ଡର ଦିଆଯାଇଥିବା 6ହଜାର 90 ମେଟ୍ରିକ ଟନ ପିଆଜ ଖୁବଶୀଘ୍ର ଇଜିପ୍ଟରୁ ଆସି ମୁମ୍ବାଇରେ ପହଞ୍ଚିବ। ପିଆଜର ମୁମ୍ବାଇ ଦର ଅନୁସାରେ କିଲୋପ୍ରତି 52ରୁ 60 ଟଙ୍କା ଦରରେ ରପ୍ତାନି ଷ୍ଟକରୁ ସଂଗ୍ରହ କରି ବିକ୍ରି କରିବା ଲାଗି ରାଜ୍ୟଗୁଡିକୁ ଯୋଗାଇ ଦିଆଯାଉଛି।

ସେହିପରି ପୂର୍ବ ଦିଲ୍ଲୀରେ ପିଆଜର ଦର କିଲୋପ୍ରତି 60 ଟଙ୍କା ରହିଛି । ରାଜ୍ୟ ସରକାରମାନେ ସେମାନଙ୍କ ସ୍ଥାନୀୟ ଷ୍ଟକରୁ ପିଆଜନେଇପାରିବେ। ସେମାନଙ୍କୁ ମଧ୍ୟ ନାଫେଡ ଜରିଆରେ ପରିବହନ ସୁବିଧାର ବିକଳ୍ପ ଦିଆଯାଉଛି।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.