ETV Bharat / bharat

ଇନାଡୁ ଗ୍ରୁପର ପ୍ରୟାସରେ ନିର୍ମିତ ବାସଗୃହ, ପରିଦର୍ଶନ କଲେ ଇନାଡୁ ଏମଡି କିରଣ

ଇନାଡୁ ପରିଚାଳନା ନିର୍ଦ୍ଦେଶକ (ଏମଡ଼ି) କିରଣ ଇନାଡୁ ଗ୍ରୁଫ ଦ୍ବାରା ବିପନ୍ନଙ୍କ ପାଇଁ ନିର୍ମିତ ଆବାସସ୍ଥଳୀ ବୁଲି ଦେଖିଛନ୍ତି । ଏହାସହ ମାରିୟାକୁଲମ ଠାରେ ଏହି ଗୃହ ହାସଲ କରିବା ପାଇଁ ଥିବା ଉପଯୁକ୍ତ ହିତାଧିକାରୀ ପରିବାରଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ...

Eenadu MD Kiran visited the Houses constructed by eenadu organisation

author img

By

Published : Feb 9, 2020, 3:17 PM IST

ହାଇଦ୍ରାବାଦ: ଇନାଡୁ ପରିଚାଳନା ନିର୍ଦ୍ଦେଶକ (ଏମଡ଼ି) କିରଣ ଇନାଡୁ ଗ୍ରୁଫ ଦ୍ବାରା ବିପନ୍ନଙ୍କ ପାଇଁ ନିର୍ମିତ ଆବାସସ୍ଥଳୀ ବୁଲି ଦେଖିଛନ୍ତି । ଏହାସହ ମାରିୟାକୁଲମ ଠାରେ ଏହି ଗୃହ ହାସଲ କରିବା ପାଇଁ ଥିବା ଉପଯୁକ୍ତ ହିତାଧିକାରୀ ପରିବାରଙ୍କୁ ଭେଟିଛନ୍ତି । ଏମଡିଙ୍କ ସହ ଇନାଡୁ ତେଲେଙ୍ଗାନାର ସମ୍ପାଦକ ଡିଏନ ପ୍ରସାଦ, ମାର୍ଗଦର୍ଶୀ ଉପାଧ୍ୟକ୍ଷ ରାଜାଜି ପରିଦର୍ଶନରେ ଯାଇଛନ୍ତି ।

ଇନାଡୁ ଗ୍ରୁପର ପ୍ରୟାସରେ ନିର୍ମିତ ବାସଗୃହ, ପରିଦର୍ଶନ କଲେ ଇନାଡୁ ଏମଡି କିରଣ

ସୂଚନା ଯେ, ବର୍ଷ 2018ରେ ବିନାଶକାରୀ ବନ୍ୟାର ବିତ୍ପାତରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଇନାଡୁ-ରାମୋଜୀ ଗ୍ରୁପ ସହାୟତାର ହାତ ବଢାଇଛି । ବନ୍ୟା ପ୍ରଭାବିତ ଲୋକଙ୍କ ରହଣି ପାଇଁ 121 ଘର ନିର୍ମାଣ କରାଯାଇଛ । ରବିବାର ଏହି ଘରକୁ ଉପଯୁକ୍ତ ହିତାଧିକାରୀ ପରିବାରକୁ ପ୍ରଦାନ କରାଯିବ ।

Intro:Body:

Eenadu MD Kiran visited the Houses constructed by eenadu organisation. And met the benifitted families at mariyakulam. Eenadu Telangana editor DN Prasad, Margadarshi Vice Preident Rajaji were visited along with  MD. 

LOC

Alleppy mariyakulam

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.