ETV Bharat / bharat

ମେ 4ରୁ CBSE ଦଶମ-ଦ୍ବାଦଶ ବୋର୍ଡ ପରୀକ୍ଷା, ଘୋଷଣା ହେଲା ପରୀକ୍ଷା ସୂଚୀ

ଘୋଷଣା ହୋଇଛି ଚଳିତବର୍ଷ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡର ପରୀକ୍ଷା ସୂଚୀ। ଅଧିକ ପଢନ୍ତୁ...

author img

By

Published : Feb 2, 2021, 5:54 PM IST

Updated : Feb 2, 2021, 8:52 PM IST

ମେ 4ରୁ CBSE ଦଶମ-ଦ୍ବାଦଶ ପରୀକ୍ଷା, ଘୋଷଣା ହେଲା ଡେଟ୍‌ସିଟ୍

ଭୁବନେଶ୍ବର: ଘୋଷଣା ହୋଇଛି ଚଳିତବର୍ଷ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡର ପରୀକ୍ଷା ସୂଚୀ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ । ମେ 4ରୁ ଆରମ୍ଭ ହେବ ଉଭୟ ଦଶମ ଓ ଦ୍ବାଦଶ ପରୀକ୍ଷା ।

CBSE ଦଶମ-ଦ୍ବାଦଶ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା

ବିଭିନ୍ନ ରାଜ୍ୟର ଶିକ୍ଷା ବୋର୍ଡ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ପରୀକ୍ଷା ସୂଚୀ ଘୋଷଣା କରୁଥିବା ବେଳେ ସିବିଏସଇ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ସୂଚୀକୁ ଉତ୍କଣ୍ଠାର ସହ ଚାହିଁ ବସିଥିଲେ । ଏହାରି ମଧ୍ୟରେ ସିବିଏସଇ ଉଭୟ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ସୂଚୀ ମଙ୍ଗଳବାର ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ।

ପ୍ରଶ୍ନପତ୍ର ପଢ଼ିବାକୁ ପରୀକ୍ଷାର୍ଥୀଙ୍କୁ ମିଳିବ ୧୫ ମିନିଟ୍‌ ସମୟ । ଗୋଟିଏ ସିଫ୍ଟରେ ଦଶମ ଓ ୨ଟି ସିଫ୍ଟରେ ଦ୍ବାଦଶ ପରୀକ୍ଷା ହେବ ।

ଭୁବନେଶ୍ବରୁ ବିକାଶ ଦାସ , ଇଟିଭି ଭାରତ

Last Updated : Feb 2, 2021, 8:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.