ETV Bharat / bharat

ମନି ଲଣ୍ଡରିଂ ମାମଲା: ବିଦେଶ ଯାଇ ପାରିବେନି ସିସି ଥାମ୍ପି - ମନି ଲଣ୍ଡରିଙ୍ଗ କେସ

ଏନଆରଆଇ ବ୍ୟବସାୟୀ ସିସି ଥାମ୍ପିଙ୍କ ଯାଚିକାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଖାରଜ କରିଛି । ଅଧିକ ପଢନ୍ତୁ...

ED opposed the plea filed by businessman CC Thampi seeking permission to travel abroad
ମନି ଲଣ୍ଡରିଙ୍ଗ କେସ: ସିସି ଥାମ୍ପିଙ୍କ ବିଦେଶ ଗସ୍ତକୁ ବାରଣ କଲା ଇଡି
author img

By

Published : Feb 6, 2020, 8:26 PM IST

ନୂଆଦିଲ୍ଲୀ: ଏନଆରଆଇ ବ୍ୟବସାୟୀ ସିସି ଥାମ୍ପିଙ୍କ ଯାଚିକାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଖାରଜ କରିଛନ୍ତି । ବ୍ୟବସାୟୀ ଦୁଇ ସପ୍ତାହ ପାଇଁ ବିଦେଶ ଯିବାକୁ ଅନୁମତି ମାଗିଥିବା ବେଳେ ଇଡି ଏହାକୁ ନାକଚ କରିଛି ।

ଥାମ୍ପିଙ୍କୁ ରବର୍ଟ ଭଦ୍ରାଙ୍କ ସହ ମନି ଲଣ୍ଡରିଂ କେସରେ ସଂପୃକ୍ତ ଅଭିଯୋଗରେ ଗିରଫ କରାଯାଇଥିଲା । ସେ ଦୁଇ ସପ୍ତାହ ୟୁଏଇ ଯିବାକୁ ଇଡି ନିକଟରେ ଆବେଦନ କରିଥିଲେ । ଏହି ଘଟଣାର ପରବର୍ତ୍ତୀ ଶୁଣାଣୀ ଶୁକ୍ରବାର କରାଯିବ । ସ୍ବତନ୍ତ୍ର ସିବିଆଇ କୋର୍ଟ ବିଚାରପତି ଅରବିନ୍ଦ କୁମାର ଏହି ମାମଲାର ଶୁଣାଣୀ କରିବେ ।

ସିସି ଥାମ୍ପିଙ୍କ ନାମରେ ବେଆଇନ ଭାବେ ମିଲିଅନ ଡଲାରର ଅର୍ଥ ହେରଫେର ମାମଲା ରୁଜୁ ହୋଇଛି । ପୂର୍ବରୁ ଏହି ମାମଲାରେ ସେ ଦିଲ୍ଲୀ ହାଇକୋର୍ଟରୁ ଜାମିନ ପାଇସାରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.