ETV Bharat / bharat

ମୋବାଇଲ ଆପ୍‌ ଲଞ୍ଚ କଲା EC, ମିଳିବ ନିର୍ବାଚନ ଫଳାଫଳ - new delhi

ସାଧାରଣ ନିର୍ବାଚନର ଫଳାଫଳ ଜାଣିବା ପାଇଁ ମୋବାଇଲ ଆପ୍‌ ଲଞ୍ଚ କଲା ଇସି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଇସି
author img

By

Published : May 22, 2019, 11:38 AM IST

ନୂଆଦିଲ୍ଲୀ: ଆସନ୍ତାକାଲି (ଗୁରୁବାର) ସାଧାରଣ ନିର୍ବାଚନ ଫଳାଫଳ ପାଇଁ ହେବ ଭୋଟ ଗଣତି । ସେପଟେ ସଠିକ୍‌ ଫଳାଫଳ ଜାଣିବା ପାଇଁ ଭାରତୀୟ ନିର୍ବାଚନ କମିଶନ ଏକ ମୋବାଇଲ ଆପ୍‌ ଲଞ୍ଚ କରିଛି । ଏହି ଭୋଟର ହେଲ୍ପଲାଇନ ଆପ୍‌ ଜରିଆରେ ଯେ କେହି ସଠିକ୍‌ ରେଜଲ୍ଟ ପାଇ ପାରିବେ ବୋଲି ଇସିଙ୍କ ପକ୍ଷରୁ କୁହାଯାଇଛି ।

ତେବେ ଏହି ଆପରେ ସକାଳ 8ଟାରୁ ଗଣତି ସମ୍ପର୍କିତ ସମସ୍ତ ସୂଚନା ପାଇ ହେବ । କେଉଁ ଦଳ ଆଗୁଆ ରହିଛି ଓ କେଉଁ ଦଳ ଜିତିଛି ତାହା ଏହି ଆପ୍‌ ମାଧ୍ୟମରେ ସାଧାରଣ ଜନତା ଜାଣି ପାରିବେ ବୋଲି ସୂଚନା ମିଳିଛି ।

Intro:Body:

sgdsd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.