ETV Bharat / bharat

ଭୂକମ୍ପରେ ଥରିଲା ଜମ୍ମୁ କାଶ୍ମୀର, ରିକ୍ଟର ସ୍କେଲରେ ତୀବ୍ରତା 5.0

ଭୂକମ୍ପରେ ଥରିଲା ଜାମ୍ମୁ କାଶ୍ମୀର-ହିମାଚଳ ସୀମା। ଚାମ୍ବା ଅଞ୍ଚଳରେ 5.0 ତ୍ରିବତା ରେକର୍ଡ କରାଯାଇଛି। ବର୍ତ୍ତମାନ ସମୟରେ କ୍ଷୟକ୍ଷତିର ଚାଲୁଛି ଅନୁଧ୍ୟାନ।

author img

By

Published : Sep 9, 2019, 2:01 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଜମ୍ମୁ କାଶ୍ମୀର-ହିମାଚଳ ସୀମା। ରିକ୍ଟର ସ୍କେଲରେ ତୀବ୍ରତା 5.0 ରେକର୍ଡ କରାଯାଇଛି। ଭୂକମ୍ପ ମଧ୍ୟାହ୍ନ ପ୍ରାୟ 12.10 ମିନିଟରେ ରାଜ୍ୟର ଦୋଡା ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ରିପୋର୍ଟ ମିଳିନାହିଁ। ଭୂକମ୍ପ ପ୍ରଭାବରେ ଭାଦ୍ରାୱା, କିସ୍ତୱାର, ଭାଲେସା ଓ ଥାତ୍ରୀର ଜନସାଧାରଣ ଆତଙ୍କୀତ ହୋଇଉଠିଥିଲେ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.