ETV Bharat / bharat

ଦେବଭୂମିରେ ଭୂକମ୍ପ ଝଟକା

author img

By

Published : Nov 12, 2019, 10:30 AM IST

ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା 4.5 ରହିଥିଲା ।

earthquake

ଡେରାଡୁନ: ଉତ୍ତରାଖଣ୍ଡର ସୀମାନ୍ତ ଜିଲ୍ଲା ମୁଖ୍ୟଳାୟ ପିଥୋରଗଡ ଓ ବାଗେଶ୍ବରରେ ଭୂକମ୍ପ ଝଟକା । ଆଜି ସକାଳ 7.31ମିନିଟ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ର ପିଥୋରଗଡ ଜିଲ୍ଲାର 10କି.ମି ତଳେ ରହିଥିଲା ।

ତେବେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 4.5 ମ୍ୟାଗନିଟ୍ୟୁଡ ରହିଛି । ଏାଯାଏଁ କୌଣସି ଜନଜୀବନ ହାନୀର ସୂଚନା ମିଳି ନାହିଁ ।

ସୂଚନାଥାଉକି, ପିଥୋରଗଡ ଓ ବାଗେଶ୍ବର ଉଭୟ ଜିଲ୍ଲା ଭୂକମ୍ପ ପ୍ରବଣ ଅଞ୍ଚଳ ଅର୍ଥାତ୍‌ ଜୋନ୍‌-5ରେ ଆସେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.