ETV Bharat / bharat

ଭୂକମ୍ପ ଝଟକାରେ ଥରିଲା ମିଜୋରାମ

ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.6 ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଚମ୍ଫାଇ ସହର ନିକଟରେ ଥିବା ଜଣାପଡିଛି ।

ଭୂକମ୍ପ
ଭୂକମ୍ପ
author img

By

Published : Jul 3, 2020, 5:01 PM IST

ଐଜ୍ବଲ : ଶୁକ୍ରବାର ଭୂକମ୍ପ ଝଟକାରେ ଥରିଲା ମିଜୋରାମ । ଅପରାହ୍ନ 2ଟା 35 ମିନିଟ ସମୟରେ ମିଜୋରାମରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.6 ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଚମ୍ଫାଇ ସହର ନିକଟରେ ଥିବା ଜଣାପଡିଛି । ତେବେ ଏଥିରେ କୌଣସି ପ୍ରକାର କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ଏହା ପୂର୍ବରୁ ଜୁନ 24 ତାରିଖରେ ଚମ୍ଫାଇ ସହରରୁ 31 କିମି ଦକ୍ଷିଣ-ପଶ୍ଚିମ ଦିଗରେ 4.1 ତାବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଜୁନ 22 ଏବଂ 23ରେ ମଧ୍ୟ ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.