ଚମ୍ପାଇ: ଭୂକମ୍ପରେ ଥରିଲା ଚମ୍ପାଇ। ଶନିବାର ରାଜ୍ୟକୁ ଏହି ମୃଦୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ତେବେ ରିକ୍ଟର ସ୍କେଲରେ ତୀବ୍ରତା 3.7 ଥିବା ନ୍ୟାସନାଲ ସେସିମୋଲୋଜି ବିଭାଗ ପକ୍ଷରୁ ସୂଚନା ମିଳିଛି।
କେନ୍ଦ୍ର ଆହୁରୀ ମଧ୍ୟ କହିଛି କି, ଝଟକା ଚମ୍ପାଇରେ ରାତ୍ର ପ୍ରାୟ 12.44ରେ ଅନୁଭୂତ ହୋଇଥିଲା। ଭୂକମ୍ପରେ କ୍ଷୟକ୍ଷତିର କୌଣସି ସୂଚନା ନାହିଁ। ସ୍ଥାନୀୟରେ ଭୟର ବାତାବରଣ ଖେଳିଯାଇଛି।