ETV Bharat / bharat

ରାଜୀବ ଗାନ୍ଧି ଏୟାରପୋର୍ଟରୁ 1.5 କୋଟି ମୂଲ୍ୟର ବିଦେଶୀ ମୁଦ୍ରା ଜବତ, 2 ଗିରଫ

ହାଇଦ୍ରାବାଦରୁ ଦୁବାଇ ଯାଉଥିବା ସମୟରେ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରରୁ 1.5 କୋଟି ମୂଲ୍ୟର ବିଦେଶୀ ମୁଦ୍ରା ଜବତ କରିଛି ଡାଇରେକ୍ଟୋରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ ଟିମ୍।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 21, 2019, 1:23 AM IST

ହାଇଦ୍ରାବାଦ: ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରରୁ 1.5 କୋଟି ମୂଲ୍ୟର ବିଦେଶୀ ମୁଦ୍ରା ଜବତ ହୋଇଛି । କୌଣସି ସୂତ୍ରରୁ ଖବରପାଇ ଡାଇରେକ୍ଟୋରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ (DRI) ପକ୍ଷରୁ ବିମାନ ବନ୍ଦରରେ ଦୁଇ ଜଣ ଯାତ୍ରୀଙ୍କ ଏହି ବିଦେଶୀ ମୂଦ୍ରା ଜବତ ହୋଇଛି ।

ଅଧିକାରୀମାନେ ସେମାନଙ୍କ ବ୍ୟାଗ ଭିତରୁ ଏକ ମିଠା ଡବା ଆଉ ବିସ୍କୁଟ ଡବା ଭିତରୁ ସାଉଦୀ ଆରବର 500 ଟଙ୍କିଆ ନୋଟ ଜବତ କରିଥିଲେ । ଯାହାକୁ ସେମାନେ ଦୁବାଇ ନେଉଥିବାର ଜଣାପଡିଛି । ଅଭିଯୁକ୍ତ ମାନଙ୍କୁ ପଚରା ଉଚରା ସମୟରେ ଜଣାପଡିଛି ଯେ, ଏହି ଟଙ୍କା ଅନଧିକୃତ ଡିଲର ଠାରୁ ସେମାନେ ଆଣିଥିଲେ । ଆଉ ବାହାର ଦେଶରେ ବିଦେଶୀ ମୂଦ୍ରର ତସ୍କରୀ କରିବା ଦଣ୍ଡନୀୟ ଅପରାଧ ବୋଲି ସେମାନଙ୍କୁ ଜଣାଥିବା କହିଛନ୍ତି ।

ଘଟଣାରେ ଉଭୟଙ୍କୁ ଗିରଫ କରାଯାଇଥିବାବେଳେ ଏସମ୍ପର୍କରେ ଅଧିକ ତଥ୍ୟ ଜାରି ରହିଛି ।

Intro:Body:

ggg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.