ହାଇଦ୍ରାବାଦ: ପୁଣି ରାଜୀବଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜବତ ହେଲା ବହୁଳ ପରିମାଣରେ ଚୋରା ସୁନା । ରାଜସ୍ବ ଗୁଇନ୍ଦା ବିଭାଗ ଜଣେ ମହିଳା ଚାଲାଣକାରୀଙ୍କ ଠାରୁ 11 କେଜିର ସୁନା ଓ ଦଶ ଲକ୍ଷ ବିଦେଶୀ ମୁଦ୍ରା ଜବତ କରିଛି । ସୁନାର ଆନୁମାନିକ ମୂଲ୍ଯ ପ୍ରାୟ 3 କୋଟି 63 ଲକ୍ଷ 52 ହଜାର 5 ଶହ ଟଙ୍କା ।
3ମାସ ହେଲା ମହିଳା ରହୁଥିବା ପଞ୍ଚ ତାରକା ହୋଟେଲର ଅଧିକାରୀମାନେ ଯାଞ୍ଚ କରିଥିଲେ । ହୋଟେଲ ରୁମ୍ରୁ 1କୋଟିରୁ ଊର୍ଦ୍ଧ୍ବ ଆମରେକୀୟ ଡଲାର ଜବତ କରିଛି ।