ETV Bharat / bharat

ଆଉ ବିଚାରପତିଙ୍କୁ ସମ୍ବୋଧିତ କରିପାରିବେ ନାହିଁ ୟୋର ଅନର୍‌, ମାଇଁ ଲର୍ଡ - Donot Address Judges

ବିଟ୍ରିଶ ଅମଳରୁ ପ୍ରଚଳିତ ମାଇଁ ଲର୍ଡ, ୟୋର ଅନର ଭଳି ସମ୍ମାନ ଜନକ ସମ୍ବୋଧନ ଶବ୍ଦ ବ୍ୟବହାର ନକରିବା ପାଇଁ ରାଜସ୍ଥାନ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି।

ଫାଇଲ ଫଟୋ
author img

By

Published : Jul 16, 2019, 9:22 PM IST

ଜୟପୁର: କୋର୍ଟ ଭିତରକୁ ଜଜ୍ ଆସିବା ପରେ ଆରମ୍ଭ ହୁଏ ଶୁଣାଣି । ଏହାପରେ ଶୁଣା ଯାଏ ମାଇଁ ଲର୍ଡ, ୟୋର ଅନର ଭଳି ସମ୍ମାନଜନକ ସମ୍ବୋଧନ ଶବ୍ଦ । ବିଟ୍ରିଶ ଅମଳରୁ ପ୍ରଚଳିତ ଏହି ଶବ୍ଦ ଏଣିକି ଆଉ ବ୍ୟବହାର କରାଯିବ ନାହିଁ । ରାଜସ୍ଥାନ ହାଇକୋର୍ଟ ଗତ ରବିବାରଦିନ ଏହି ପରମ୍ପରାକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ସମ୍ବିଧାନର ସମାନତାର ଜନାଦେଶକୁ ସମ୍ମାନ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କୋର୍ଟ।

ସୂଚନା ଅନୁସାରେ ରବିବାରଦିନ ଯୋଧପୁର ଓ ଜୟପୁର ଦୁଇ ବାର ବେଞ୍ଚର ସମସ୍ତ ବିଚାରପତି କୋର୍ଟ ମିଟିଂରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଶବ୍ଦ ବ୍ୟବାହର ନକରି କେବଳ 'ସାର୍‌' କିମ୍ବା 'ଶ୍ରୀମାନଜୀ' ସମ୍ବୋଧନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.