ETV Bharat / bharat

ମେ 25ରୁ ଆରମ୍ଭ ହେବ ଘରୋଇ ବିମାନ ଚଳାଚଳ

author img

By

Published : May 20, 2020, 5:55 PM IST

ଦେଶରେ ଲକଡାଉନର ଚତୁର୍ଥ ଚରଣ ମେ 31 ପର୍ଯ୍ୟନ୍ତ ଜାରି ରହିଛି । ଏହି ସମୟ ମଧ୍ୟରେ ଘରୋଇ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ବିଟ କରି କହିଛନ୍ତି ଯେ ଆସନ୍ତା 25 ତାରିଖରୁ ଘରୋଇ ବିମାନ ସେବା ଆରମ୍ଭ ହେବ । ସମସ୍ତ ବିମାନବନ୍ଦରକୁ ମେ 25 ରୁ ସେବା ଦେବା ପାଇଁ ପ୍ରସ୍ତୁତ ରହିବାକୁ ସେ ସୂଚିତ କରିଛନ୍ତି ।

Domestic flight
Domestic flight

ନୂଆଦିଲ୍ଲୀ: ଦେଶରେ ବିମାନ ଚଳାଚଳକୁ ସ୍ଵାଭାବିକ କରିବା ପାଇଁ ବଡ ନିଷ୍ପତ୍ତି । ବିମାନ ଉଡ଼ାଣ ସେବା 25 ମେ ରୁ ଆରମ୍ଭ ହେବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@HardeepSPuri
ଫଟୋ ସୌଜନ୍ୟ: ଟ୍ବିଟର@HardeepSPuri

ଏଥିପାଇଁ ସମସ୍ତ ବିମାନବନ୍ଦର ଓ ବିମାନ ଚଳାଚଳ କମ୍ପାନୀ ଏଥିପାଇଁ ପ୍ରସ୍ତୁତ ହେବା ଉଚିତ୍ ବୋଲି ସେ କହିଛନ୍ତି । ସେ ଟ୍ବିଟ କରି ଏ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯାତ୍ରୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଅପରେଟିଂ ପଦ୍ଧତି ମନ୍ତ୍ରଣାଳୟ ଦ୍ବାରା ପୃଥକ ଭାବେ ଜାରି କରାଯାଇଛି।

ଦେଶରେ ଲକଡାଉନର ଚତୁର୍ଥ ଚରଣ ମେ 31 ପର୍ଯ୍ୟନ୍ତ ଜାରି ରହିଛି । ଏହି ସମୟ ମଧ୍ୟରେ ଘରୋଇ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ବିଟ କରି କହିଛନ୍ତି ଯେ ଆସନ୍ତା 25 ତାରିଖରୁ ଘରୋଇ ବିମାନ ସେବା ଆରମ୍ଭ ହେବ । ସମସ୍ତ ବିମାନବନ୍ଦରକୁ ମେ 25 ରୁ ସେବା ଯୋଗାଇ ଦେବାକୁ ପ୍ରସ୍ତୁତ ରହିବା ପାଇଁ ସେ ସୂଚିତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.