ETV Bharat / bharat

ବାମ ନୁହେଁ ଡାହାଣ ପଟେ ହୃତପିଣ୍ଡ - ଇନ୍ଦୋର

ବାମ ନୁହେଁ ଡାହଣ ପଟେ ରହିଛି ହୃତପିଣ୍ଡ । କେବଳ ହାର୍ଟ ନୁହେଁ ଶରୀରର ଏପରି ପ୍ରମୁଖ ଅଭ୍ୟନ୍ତରୀଣ ଅଙ୍ଗ ଓଲଟା ଦିଗରେ କାମ କରୁଛି ।

ପ୍ରତିକାତ୍ମକ ଫଟୋ
author img

By

Published : May 21, 2019, 3:21 PM IST

ଇନ୍ଦୋର: ବାମ ନୁହେଁ ଡାହଣରେ ରହିଛି ହୃତପିଣ୍ଡ । କେବଳ ହାର୍ଟ ନୁହେଁ ଶରୀରର ଏପରି ପ୍ରମୁଖ ଅଭ୍ୟନ୍ତରୀଣ ଅଙ୍ଗ ଓଲଟା ଦିଗରେ କାମ କରୁଛି । ଏତେ ପରେ ବି ସାଧାରଣ ଜୀବନ ଯାପନ କରୁଛନ୍ତି ବାଣଗଙ୍ଗାରେ ରହୁଥିବା ଜଣେ 37 ବର୍ଷୀୟ ଯୁବକ । ପେଟ କାଟିବା ପରେ ଏହି ଯୁବକ ଜଣଙ୍କ ଇନ୍ଦୋର ଏମବାୟ ହସ୍ପିଟାଲରେ ଭର୍ତ୍ତି ହେଲା ପରେ ଏହି ଅଜବ ଘଟଣା ସାମ୍ନାକୁ ଆସିଛି ।

ଏ ନେଇ ଇନ୍ଦୋର ଏମବାୟ ହସ୍ପିଟାଲର ସର୍ଜରୀ ବିଭାଗ ସହାୟକ ପ୍ରଫେସର ଅରବିନ୍ଦ ଶୁକ୍ଳା କୁହନ୍ତି ଯେ, ଓପେଡେକ୍ସ ଅପରେସନ ପାଇଁ ଯେତେବେଳେ ରୋଗୀର ସିଟି ସ୍କାନ କରାଯାଇଥିଲା । ଏହା ପରେ ଜଣାପଡିଥିଲା କି କିଛି ଜନ୍ମଜାତ ସମସ୍ୟା ଯୋଗୁଁ ଏହି ଯୁବକ ଜଣଙ୍କ ହୃଦୟ ଓ ଅନ୍ୟ କିଛି ଅଙ୍ଗ ବିପରୀତ ଦିଗରେ ରହିଛି । ମେଡିକାଲ ସାଇନ୍ସରେ ଏହାକୁ ସାଇଟସ ଇୱସେସ କୁହାଯାଏ । ଏଭଳି ଅସାଧାରଣ ମଣିଷ, 10 ଲକ୍ଷରେ ଜଣେ ରହିଥାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.