ETV Bharat / bharat

ହରିୟାଣାରେ ଡାକ୍ତରଙ୍କୁ ଗୁଳି କରି ହତ୍ୟା - firing

ଗତ ଶନିବାର ହରିୟାଣାର କରନାଲରେ ଜଣେ ଡାକ୍ତର  ବଜାରକୁ ଯିବା ସମୟରେ ତିନି ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଡାକ୍ତରଙ୍କ ଉପରକୁ ଗୁଳି ଚଳାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ଫାଇଲ ଫଟୋ
author img

By

Published : Jul 7, 2019, 7:48 PM IST

ଚଣ୍ଡିଗଡ: 56 ବର୍ଷୀୟ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗତ ଶନିବାର ଡାକ୍ତର ଜଣଙ୍କ ବଜାରକୁ ଯିବା ସମୟରେ ତିନି ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଡାକ୍ତରଙ୍କ ଉପରକୁ ଗୁଳି ଚଳାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ହରିୟାଣାର କରନାଲରେ ।

ହରିୟାଣା ପୋଲିସର କହିବା ଅନୁଯାୟୀ, ରାଜୀବ ଗୁପ୍ତା ନାମକ ଡାକ୍ତର ଗତ ଶନିବାର ନିଜ କାର ଯୋଗେ ବଜାର ଯାଉଥିବା ବେଳେ ତାଙ୍କୁ ତିନି ଜଣ ଦୁର୍ବୃତ୍ତ ଅଟକାଇ ଗୁଳି କରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲେ । ତେବେ ଘଟଣାର ଅଧିକ ତଦନ୍ତ ଜାରି ଥିବାବେଳେ ପୋଲିସ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ବୋଲି ଡିସିପି କହିଛନ୍ତି ।

ଏପଟେ ଏହି ଘଟଣାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି । ରାଜ୍ୟରେ ନାଗରିକ ମାନଙ୍କୁ ସୁରକ୍ଷା ଦେବାରେ ବିଜେପି ବିଫଳ ହୋଇଛି ବୋଲି କଂଗ୍ରେସ କହିଛି । ଏଥିସହ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସିଂ ସୁରେଜବାଲା ଏକ ଟ୍ବିଟ୍ ଜରିୟାରେ କହିଛନ୍ତି. ‘‘ କରନାଲରେ ଅପରାଧୀମାନଙ୍କ ଶାସନ ଚାଲୁଛି, ଯାହାଫଳରେ ଏଠାରେ ସୁରକ୍ଷା ବ୍ୟବସ୍ଥା ବିଗିଡିଗଲାଣି ।

Intro:Body:

asfa

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.