ETV Bharat / bharat

କର୍ତ୍ତବ୍ୟ ସମ୍ମୁଖରେ ବାହାଘର ବି ତୁଚ୍ଛ ବୋଲି କହିଲେ ଅର୍ଥପେଡିସିଆନ୍

author img

By

Published : Apr 27, 2020, 2:11 PM IST

କୋଭିଡ୍-19 ଭୂତାଣୁ ସଂକ୍ରମଣ ନରୋକିଲେ କୌଣସି ସାମାଜିକ ମଙ୍ଗଳ କାର୍ଯ୍ୟ ଯୋଗ ଦେଇ ହେବନି। ଏପରିକି କିଛି ନିଷ୍ପତ୍ତି ନିଜେ ନେବା ସହ ଅନ୍ୟମାନଙ୍କୁ ନେବା ପାଇଁ ପ୍ରେରଣା ଦେଇଛନ୍ତି ବେଙ୍ଗାଲୁରୁର ମେଡିକାଲର ଜଣେ ଡାକ୍ତର।

Doctor chooses patients
କର୍ତ୍ତବ୍ୟ ସମ୍ମୁଖରେ ବାହାଘର ବି ତୁଚ୍ଛ ବୋଲି କହିଲେ ଅର୍ଥପେଡିସିଆନ୍

ନୂଆଦିଲ୍ଲୀ: କୋଭିଡ୍-19 ଭୂତାଣୁ ସଂକ୍ରମଣ ନରୋକିଲେ କୌଣସି ସାମାଜିକ ମଙ୍ଗଳ କାର୍ଯ୍ୟ ଯୋଗ ଦେଇ ହେବନି। ଏପରିକି ଯଦି ନିଜ ନିଜର ବାହାଘର ଥାଏ, ତେଵେ ତାହାକୁ ମହାମାରୀ ନଟଳିବା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଜ ଜୁନିୟରମାନଙ୍କୁ ପରାମର୍ଶ ଦେଇଛନ୍ତି ଅର୍ଥପେଡିସିଆନ୍ ଡାକ୍ତର ହରି ଚରନ୍।

ସେ କହିଛନ୍ତି, ତାଙ୍କ ପ୍ରେମିକା ବେଙ୍ଗାଲୁରୁର ଏକ ଘରୋଇ ମେଡିକାଲ କଲେଜରେ ଆନାସ୍ଥେସିଆରେ ସ୍ନାତକୋତ୍ତର ଛାତ୍ରୀ। ସେ ମଧ୍ୟ ତାଙ୍କ ମତକୁ ସମର୍ଥନ କରନ୍ତି। ସେ ତାଙ୍କ ମେଡିକାଲ କଲେଜର କୋଭିଡ-19 ୱାର୍ଡରେ ମଧ୍ୟ କାର୍ଯ୍ୟ କରୁଛନ୍ତି।

ସରକାର ଏକ ହୋଟେଲରେ ଡାକ୍ତରଙ୍କ ପାଇଁ ରହିବା ବ୍ୟବସ୍ଥା କରିଛନ୍ତି। ପରୀକ୍ଷଣ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ହରି ଚରନ୍ କହିଛନ୍ତି ଯେ, ମୋତେ ପ୍ରଥମେ ମୋର ପିତାମାତାଙ୍କୁ ମନାଇବା ଦରକାର। ଏଥିପାଇଁ କିଛି ସମୟ ଲାଗିବ।

ହରି ଚରନ୍ ଆହୁରି ଵି ମତ ଦିଅନ୍ତି, ମୋ ପରିବାର ମୋତେ ଏଭଳି ମାରାତ୍ମକ ସଂକ୍ରମଣର ମୁକାବିଲା କରିବା ବା ମୋତେ ମେଡିକାଲକୁ କାମ କରିବାକୁ ପଠାଇବାକୁ ଇଚ୍ଛୁକ ନୁହଁନ୍ତି । ସେମାନେ ଚାହୁଁଥିଲେ ଯେ ମୁଁ ମୋର ଚାକିରି ଛାଡି ଘରେ ରହିବି। ହେଲେ ମୁଁ ମୋର ନିଜର ସେବା ମନୋବୃତ୍ତି ପାଇଁ ଘରେ ରହିପାରିଲି ନାହିଁ। ଏହାସହ ଏଭଳି ମହାମାରୀ ସମୟରେ ଯେଉଁ ଅସାଧୁ ବ୍ୟକ୍ତିବିଶେଷ ସ୍ୱାସ୍ଥ୍ୟସେବା ବିଶେଷଷଜ୍ଞ ଉପରେ ଆକ୍ରମଣ କରୁଛନ୍ତି ତାହା ବାସ୍ତବରେ ନିନ୍ଦନୀୟ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.