ETV Bharat / bharat

ଆସନ୍ତାକାଲି ପଦ୍ମ ଧରିବେ କର୍ଣ୍ଣାଟକର 17 ଅଯୋଗ୍ୟ ବିଧାୟକ - ପଦ୍ଣ ଧରିବେ କର୍ଣ୍ଣାଟକର 17 ଅଯୋଗ୍ୟ  ବିଧାୟକ

କର୍ଣ୍ଣାଟକର ସମସ୍ତ 17 ଅଯୋଗ୍ୟ ବିଧାୟକ ଗୁରୁବାର ବିଜେପିରେ ଯୋଗ ଦେବେ। ଆସନ୍ତାକାଲି ସକାଳ ସାଢେ 10ଟା ସମୟରେ ସେମାନେ ବେଙ୍ଗାଲୁରୁଠାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରାପ୍ପା ଏବଂ ବିଜେପି ରାଜ୍ୟଶାଖା ପ୍ରଦେଶ ଅଧ୍ୟକ୍ଷ ନଳିନ କୁମାର କତିଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହେବେ।

ଫାଇଲ ଫଟୋ
author img

By

Published : Nov 13, 2019, 6:01 PM IST

ବେଙ୍ଗାଲୁରୁ: ସୁପ୍ରିମକୋର୍ଟଙ୍କ ଠାରୁ ଅଶ୍ବସ୍ତି ମିଳିବା ପରେ କର୍ଣ୍ଣାଟକର ସମସ୍ତ 17 ଅଯୋଗ୍ୟ ବିଧାୟକ ଗୁରୁବାର ବିଜେପିରେ ଯୋଗ ଦେବେ। ସେମାନେ ଡିସେମ୍ବର ୫ରେ ହେବାକୁଥିବା ଉପନିର୍ବାଚନରେ ଲଢ଼ିପାରିବେ ବୋଲି ବୁଧବାର ସୁପ୍ରିମକୋର୍ଟ ଏ ସମ୍ପର୍କିତ ମାମଲାରେ ରାୟ ଦେଇଥିଲେ। କୋର୍ଟଙ୍କ ନିଷ୍ପତ୍ତି ପରେ ଏହି ସମସ୍ତ ବିଧାୟକ ବିଜେପିରେ ଯୋଗ ଦେବା ନେଇ ଜଣାଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା।

ଅଯୋଗ୍ୟ ବିଧାୟକଙ୍କ ମଧ୍ୟରେ କଂଗ୍ରେସର ୧୪ ଏବଂ ଜେଡିଏସ୍‌ର ୩ ବିଧାୟକ ରହିଛନ୍ତି। ସେମାନେ ବିଜେପିରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିବା ସହ ଦଳର ବରିଷ୍ଠ ନେତାଙ୍କୁ ସାକ୍ଷାତ କରିଥିଲେ। ସେହି ବିଧାୟକଙ୍କ ନିଷ୍ପତ୍ତିକୁ ବିଜେପି ଶିବିରରେ ସ୍ବାଗତ କରାଯାଇଛି।ଆସନ୍ତାକାଲି ସକାଳ ସାଢେ 10ଟାରେ ବେଙ୍ଗାଲୁରୁ ଠାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ଏବଂ ରାଜ୍ୟଶାଖା ବିଜେପି ସଭାପତି ନଳିନ କୁମାର କତିଲଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେବେ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.