ETV Bharat / bharat

ଭୂତଳ ଜଳସ୍ତରକୁ ନେଇ ଚିନ୍ତାପ୍ରକଟ କଲେ ଢେଙ୍କାନାଳ ସାଂସଦ, ଉତ୍ତର ଦେଲେ ବିଭାଗୀୟ ମନ୍ତ୍ରୀ - ଭୂତଳ ଜଳସ୍ତରର

ଭୂତଳ ଜଳସ୍ତରର ମାନକୁ ନେଇ ଢେଙ୍କାନାଳ ସାଂସଦଙ୍କ ଲୋକସଭାରେ ପ୍ରଶ୍ନ ।

PHOTO
ବିକଳ୍ପ ବ୍ୟବସ୍ଥା କଣ?
author img

By

Published : Dec 12, 2019, 6:39 PM IST

ନୂଆଦିଲ୍ଲୀ: ଦିନକୁ ଦେଶରେ ଭୂତଳ ଜଳର ମାତ୍ରା କମିବାରେ ଲାଗିଛି । ଯାହାର ସିଧା ସଳଖ ପ୍ରଭାବ ପଡିଛି ଏବେ ପରିବେଶ ଉପରେ । ଯାହାକୁ ନେଇ ସମସ୍ତେ ଚିନ୍ତିତ । ଭୂତଳ ଜଳର ସୁରକ୍ଷା ସହ ସଂରକ୍ଷଣ ପାଇଁ ଏବେ ଭାରତ ସରକାର ନୂଆ ନିୟମ ଆଣିଛନ୍ତି ।

ତେବେ ଆଜି ଏପ୍ରସଙ୍ଗରେ କଣ ରହିଛି ସ୍ଥିତ, ଭୂତଳ ଜଳର ମାନ ରକ୍ଷା ପାଇଁ କମ ପଦକ୍ଷେପ ନିଆଯାଉଛି ତାହା ଜାଣିବା ପାଇଁ ଲୋକସଭାରେ ପ୍ରଶ୍ନ କରିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ମହେଶ ପ୍ରଶ୍ନ କରିଛନ୍ତି ସମ୍ପ୍ରତି ଭୂତଳ ଜଳସ୍ତରର ମାନ ବିଗିଡିବାରେ ଲାଗିଛି । ଏଥିପାଇଁ କଣ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭାଗୀୟ ମନ୍ତ୍ରୀ ଏହାର ଉତ୍ତର ଦେଇ କହିଛନ୍ତି ଭୂତଳ ଜଳ ଦେଶବାସୀ ଓ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି । ମନ୍ତ୍ରୀ କହିଛନ୍ତି ବର୍ଷା ପାଣି ସଂରକ୍ଷଣ ରଖିବା, ଗଭୀର କୂଅ, ପୋଖରୀ, ଖେତ ଓ ବିଭିନ୍ନ ଜଳ ଉତ୍ସର ପାଣି ସେଇଠି ହିଁ ସଂରକ୍ଷଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଏହାସହ ମନ୍ତ୍ରୀ ଆଉ କଣ କହିଛନ୍ତି ଦେଖନ୍ତୁ...

ଢେଙ୍କାନାଳ ସାଂସଦଙ୍କ ଲୋକସଭାରେ ପ୍ରଶ୍ନ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.