ETV Bharat / bharat

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପ୍ରସଙ୍ଗ; ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର - dharmendra pradhan congratulate to pm

ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରୋଜେକ୍ଟକୁ ଅଧିକ ଧ୍ୟାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

dharmendra pradhan
ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପ୍ରସଙ୍ଗ
author img

By

Published : Jan 24, 2020, 8:58 PM IST

ଭୁବନେଶ୍ବର: ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରୋଜେକ୍ଟକୁ ଅଧିକ ଧ୍ୟାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 2020ର ପ୍ରଥମ ‘ପ୍ରଗତି’ ବୈଠକରେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ସମୀକ୍ଷା କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

dharmendra pradhan
ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପ୍ରସଙ୍ଗ; ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଏହି ପ୍ରକଳ୍ପକୁ ଗୁରୁତ୍ବ ଦେଇ ଓଡିଶାକୁ ଗୁରୁତ୍ବ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ୍‌ କରି ଧନ୍ୟବାଦ ଦେଇଛନ୍ତି । ସୂଚନାଥାଉକି, ଜାନୁଆରୀ 22 ତାରିଖରେ 2020 ମସିହାର ପ୍ରଥମ ‘ପ୍ରଗତି’ ବୈଠକ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । 2015 ମସିହାରୁ ‘ପ୍ରଗତି’ ବୈଠକ ହୋଇଆସୁଛି ।

Intro:ବିଜେବି କଲେଜରେ ୩ ଟି ପ୍ରକଳ୍ପ ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବିଜେବି କଲେଜରେ ଛାତ୍ରାବାସ ଓ ଛାତ୍ରୀ ନିବାସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ମୁଖ୍ୟ କୋଠାର ନବୀକରଣ ଯୋଜନା ପ୍ରକଳ୍ପର ବି ଶିଳାନ୍ୟାସ କରିଛନ୍ତି| ଶିଳାନ୍ୟାସ ସହ ନୂଆ କ୍ୟାଣ୍ଟିନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Body:
ବିଜେବି କଲେଜର ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେଠାରେ ରହିଥିବା ୬୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଓ ୫୮୫ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ବିଜେବି କଲେଜର ମୁଖ୍ୟ କୋଠାର ନବୀକରଣ ଯାହା ହେରି ଟେଜ ଭାବରେ ପ୍ରସ୍ତୁତ କରାଯିବ ଏହି ପ୍ରକଳ୍ପ ର ଶିଳାନ୍ୟାସ କରାଯାଇଛି।

ଏହି ଅବସରରେ ଉଚ୍ଚ ଶିକ୍ଷ୍ୟା ମନ୍ତ୍ରୀ ଅରୁଣ ସାହୁ ଓ ଭିନ୍ନକ୍ଷମ ସକ୍ତିକରମ ମନ୍ତ୍ରୀ ଅଶୋକ ପଣ୍ଡା ଆଦି ଉପସ୍ଥିତ ରହିଛନ୍ତି। ମୁଖ୍ୟମନ୍ତ୍ରୀ କଲେଜକୁ ପ୍ରବେଶ କରିବା ସମୟରେ ବିଜେବି କଲେଜର ଛାତ୍ର ଛାତ୍ରୀ ମାନେ ମାନବ ଶୃଙ୍ଖଳା ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି। ଶିଳାନ୍ୟାସ କରିବା ପୂର୍ବରୁ କ୍ୟାମ୍ପସରେ ରହିଥିବା ମହାତ୍ମା ଗାନ୍ଧି ଓ ବକ୍ସି ଜଗବନ୍ଧୁ ଙ୍କୁ ମାଲ୍ୟାର୍ପଣ କରିଥିଲେ।

Byte- ସୁପ୍ରଭା ପଟ୍ଟନାୟକ, ପ୍ରିଂଶିପାଲ୍ ବିଜେବି କଲେଜ।
Byte- ଅଶୋକ ପଣ୍ଡା,ମନ୍ତ୍ରୀ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.