ETV Bharat / bharat

ଶୀତକାଳୀନ କାର୍ଯ୍ୟକ୍ରମ ପାଇଁ 12,983 ବିମାନକୁ ଡିଜିସିଏର ଅନୁମୋଦନ

author img

By

Published : Oct 25, 2020, 5:16 PM IST

ଚଳିତ ବର୍ଷ ଶୀତକାଳୀନ କାର୍ଯ୍ୟକ୍ରମ ପାଇଁ ଏୟାରଲାଇନ୍ସର 12,983 ସାପ୍ତାହିକ ଘରୋଇ ବିମାନକୁ ଡିଜିସିଏ ପକ୍ଷରୁ ଅନୁମୋଦନ ମିଳିଛି। ଅଧିକ ପଢନ୍ତୁ...

ଶୀତକାଳୀନ କାର୍ଯ୍ୟକ୍ରମ ପାଇଁ  12,983 ବିମାନକୁ ଡିଜିସିଏର ଅନୁମୋଦନ
ଶୀତକାଳୀନ କାର୍ଯ୍ୟକ୍ରମ ପାଇଁ 12,983 ବିମାନକୁ ଡିଜିସିଏର ଅନୁମୋଦନ

ନୂଆଦିଲ୍ଲୀ: ଆଜି ଠାରୁ ଆରମ୍ଭ ହୋଇଥିବା ଶୀତକାଳୀନ କାର୍ଯ୍ୟକ୍ରମ ପାଇଁ ଏୟାରଲାଇନ୍ସର 12,983 ସାପ୍ତାହିକ ଘରୋଇ ବିମାନକୁ ଅନୁମୋଦନ ମିଳିଛି। ଯାହା ଆସନ୍ତା ବର୍ଷ ମାର୍ଚ୍ଚ 27ରେ ସମାପ୍ତ ହେବ ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)କହିଛି ।

ଡିଜିସିଏ ରବିବାର କହିଛି ଯେ, ଚଳିତ ବର୍ଷର ଶୀତକାଳୀନ କାର୍ଯ୍ୟସୂଚୀ ପାଇଁ ଇଣ୍ଡିଗୋର 6,006 ସାପ୍ତାହିତ ଘରୋଇ ବିମାନକୁ ମଞ୍ଜୁର ମିଳିଛି । ସେହିପରି ସ୍ପାଇସଜେଟ 1957 ଏବଂ ଗୋଏୟାର 1203 ସାପ୍ତାହିକ ଘରୋଇ ବିମାନ ଅନୁମୋଦନ ମିଳିଛି ବୋଲି ଡିଜିସିଏ କହିଛି। ବର୍ତ୍ତମାନ ଦେଶରେ ଏୟାରଲାଇନ୍ସକୁ 60 ପ୍ରତିଶତ ପ୍ରି-କୋରୋନା ସାପ୍ତାହିକ ଘରୋଇ ବିମାନ ଚଳାଚଳ କରିବାକୁ ଅନୁମତି ମିଳିଛି ।

ଗତ ବର୍ଷର ଶୀତକାଳୀନ କାର୍ଯ୍ୟସୂଚୀ ତୁଳନାରେ ଯେତେବେଳେ ଡିଜିସିଏ ଦ୍ୱାରା 23,307 ସାପ୍ତାହିକ ଘରୋଇ ସେବାକୁ ଅନୁମୋଦନ କରାଯାଇଥିଲା । ବିମାନ ଉଡ଼ାଣ ନିୟାମକଙ୍କ ଅନୁଯାୟୀ ଚଳିତ ବର୍ଷ ଶୀତକାଳୀନ କାର୍ଯ୍ୟସୂଚୀରେ ମାତ୍ର 55.7 ପ୍ରତିଶତ ଅର୍ଥାତ୍ 12,983 ବିମାନ ଅନୁମୋଦିତ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.