ETV Bharat / bharat

ମୃତ କର୍ମଚାରୀଙ୍କ ସରକାରୀ ବଦଳି - ରେଳବିଭାଗ

ଦେଢ ବର୍ଷ ଆଗରୁ ପ୍ରାଣ ହରାଇଥିବା ଜଣେ ରେଳ କର୍ମଚାରୀଙ୍କୁ ତାଙ୍କର କାର୍ଯ୍ୟକ୍ଷେତ୍ରରେ ବଦଳି କରାଯାଇଛି । ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Sep 5, 2019, 4:59 PM IST

ଭୋପାଳ: ମୃତ କର୍ମଚାରୀଙ୍କୁ ବଦଳି କରିଛି ଭାରତୀୟ ରେଳବାଇ । କଥାଟା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶରେ। ରେଳବାଇରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଗତ ବର୍ଷରୁ ମୃତ୍ୟୁ ହୋଇଥିଲେ ବି ତାଙ୍କର ବଦଳି କରାଯାଇଛି। ତେବେ ଏ ଘଟଣା ସାମ୍ନାକୁ ଆସିବା ପରେ ରେଳବିଭାଗ ନିଜ ଦୋଷକୁ ସ୍ବୀକାର କରିବା ସହ ତାଙ୍କ ନାମକୁ ବଦଳି ସୂଚୀରୁ ହଟାଇଛି।

ମୋହନ ଲାଲ ନାମକ ଜଣେ ବ୍ୟକ୍ତି ଭୋପାଳର ମିଡଘାଟ ରେଳ ଷ୍ଟେସନରେ କାମ କରୁଥିଲେ । ହେଲେ ଦେହ ଅସୁସ୍ଥ ଥିବା ଯୋଗୁଁ ଗତବର୍ଷ ଏପ୍ରିଲରେ ତାଙ୍କର ମୃତ୍ୟୁ ଘଟିଥିଲା । ହେଲେ ମୃତ୍ୟୁ ହେବାର ଦେଢବର୍ଷ ପରେ ତାଙ୍କର ବଦଳି ହୋଇଥିବାର ଖବର ମିଳିଥିଲା । ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଘଟଣା ସମ୍ପର୍କରେ ଜଣାପଡିବା ପରେ ରେଳ ବିଭାଗ ନିଜ ଭୁଲକୁ ସ୍ବୀକାର କରିବା ସହ ବଦଳି ସୂଚୀରୁ ତାଙ୍କ ନାମକୁ ହଟାଇ ଦେଇଛି।

Intro:ଚିକିତ୍ସା ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ଅଭିଯୋଗ।
କଳାହାଣ୍ଡି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଡାକ୍ତର ଙ୍କ ଚିକିତ୍ସା ରେ ଅବହେଳା କାରଣ ରୁ ୪ ବର୍ଷ ର ଶିଶୁ କନ୍ୟା ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଡୁମେରମୁଣ୍ଡା ପଞ୍ଚାୟତ ମୁଖିଗୁଡା ଗାଁର ୪ ବର୍ଷ ର ଶିଶୁକନ୍ୟା ସଂଧ୍ୟା ପୂଝାରୀ ନିମୋନିଆ ରୋଗ ରେ ପୀଡିତ ଥିଲେ।Body:ସେ ଅସୁସ୍ଥ ଅନୁଭବ କରିବା ପରେ ପ୍ରଥମେ ଧର୍ମଗଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଦାୟିତ୍ୱ ରେ ଥିବା ଡାକ୍ତର ଙ୍କ ଚିକିତ୍ସା ରେ ଅବହେଳା କାରଣରୁ ରୋଗୀ ର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। Conclusion:ସେପଟେ ଏଡିଏମଓ ଡାକ୍ତର ଙ୍କ ପକ୍ଷରୁ କୋୖଣସି ଅବହେଳା ହୋଇନି ରୋଗୀ ଶିଶୁ କନ୍ୟା ଜଣକ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ କରିଛନ୍ତି।
ବାଇଟ-ନିରାଜ ପୂଜାରୀ(ମୃତ ଶିଶୁକନ୍ୟାର ବାପା)
ବାଇଟ-ରାଜକୁମାର ହଂସ(ମୃତ ଶିଶୁକନ୍ୟାର ପରିବାରବର୍ଗ)
ବାଇଟ-ଜଗୁଲାଲ ଅଗ୍ରୱାଲ(ଏଡି ଏମଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଳାହାଣ୍ଡି)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.