ETV Bharat / bharat

ମାନସିକ ଅସନ୍ତୁଳ ବ୍ୟକ୍ତିଙ୍କ ପାଇଁ ଅଧିକ ବିପଦ କୋଭିଡ 19

author img

By

Published : May 27, 2020, 4:03 PM IST

Updated : May 27, 2020, 4:41 PM IST

APOE ଜିନ୍ ର ସାଧାରଣ e3e3 ଫର୍ମ ଥିବା ଲୋକଙ୍କ ତୁଳନାରେ APOE e4e4 ଜେନୋଟାଇପ୍ ଥିବା ବ୍ୟକ୍ତିମାନେ COVID-19 କୋଭିଡ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି । ଏହି ଅନ୍ତର୍ନିହିତ ଜେନେଟିକ୍ ପରିବର୍ତ୍ତନ ହେତୁ, ଲୋକମାନଙ୍କୁ ଉଭୟ କୋଭିଡ-19 ଏବଂ ଡିମେନଟିଆ(ମାନସିକ ଅସନ୍ତୁଳନ) ପାଇଁ ବିପଦରେ ପକାଇଥାଏ |

କୋଭିଡ-19 ପାଇଁ ଅଧିକ ଗୁରୁତର ଡିମେନଟିଆ ଜିନ୍‌

ବ୍ରିଟେନ କୋରୋନାକୁ ନେଇ ଜାରି ରହିଛି ଅନୁସନ୍ଧାନ ଓ ଗବେଷକ । ପ୍ରତିକାର ଠାରୁ ଏହାର କାରଣ ପ୍ରତିଟି ଜିନିଷର ଖୋଜିବାରେ ଲାଗିଛି ବିଶ୍ବର ବୈଜ୍ଞାନିକ । ଏକ ଅଧ୍ୟୟନରୁ ଜଣାପଡିଛି ଯେଉଁମାନଙ୍କ ଶରୀରରେ ତ୍ରୁଟିପୂର୍ଣ୍ଣ 2 ଯୋଡା ଜିନ ରହିଛି ସେମାନଙ୍କ କ୍ଷେତ୍ରରେ କୋରୋନା ଅଧିକ କ୍ଷତିକାରକ ।

ଏକ୍ସଟର ମେଡିକାଲ୍ ୟୁନିଭରସିଟି ଓ କନେକ୍ଟିକଟ୍ ସ୍କୁଲ୍ ଅଫ୍ ମେଡିସିନ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ବ୍ରିଟେନର ବାୟୋବ୍ୟାଙ୍କ ତଥ୍ୟ ଉପରେ ଗବେଷଣା କରିଥିଲେ। ଯେଉଁଥିରୁ ସେମାନେ ଜାଣିବାକୁ ପାଇଛନ୍ତି, ତ୍ରୁଟି ପୂର୍ଣ୍ଣ 2 ଯୋଡା APOE ଜିନ ରହିଛି ପାଖରେ ସେମାନଙ୍କ କ୍ଷେତ୍ରରେ କୋରୋନା ଅଧିକ କ୍ଷତିକାରକ ହୋଇପାରେ ।

36 ଜଣ ଇଉରୋପୀୟ ପିତୃପୁରୁଷଙ୍କ ଠାରେ ଏହି ଜିନର ଦୁଇଟି ତ୍ରୁଟିପୂର୍ଣ୍ଣ 2 ଯୋଡା ରହିଛି। ଏହା ଅଲଜାଇମର ରୋଗର ବିପଦକୁ 14 ଗୁଣ ବଢାଇଥାଏ । ଏହା ଦ୍ବାରା ହୃଦଘାତର ଆଶଙ୍କା ମଧ୍ୟ ବୃଦ୍ଧି ହୋଇଥାଏ । ବର୍ତ୍ତମାନ, ଅନୁସନ୍ଧାନକାରୀ ଦଳ ଜାଣିବାକୁ ପାଇଛନ୍ତି ଯେ, ଯେଉଁମାନେ ଏହି ରୋଗରେ ପୀଡିତ ମଧ୍ୟ ହୋଇନଥିବେ ସେମାନେ ମଧ୍ୟ ଏହି ଜିନ୍ ମ୍ୟୁଟେସନ୍ ବହନ କରିବା ଦ୍ବାରା COVID-19ର ବିପଦକୁ ଦ୍ୱିଗୁଣିତ କରେ ।

ଏହି ଟିମ୍ ପୂର୍ବରୁ ଜାଣିବାକୁ ପାଇଛି ଯେ ଡିମେନଟିଆ ଆକ୍ରାନ୍ତ( ଯେଉଁମାନଙ୍କ ମାନସିକ ସ୍ଥିତି ଠିକ ନଥାଏ) ବ୍ୟକ୍ତିମାନେ କୋଭିଡ ଗୁରୁତର ହେବାର ସମ୍ଭାବନା ତିନି ଗୁଣ ଅଧିକ ରହିଛି । ତଥାପି କେତେକଙ୍କ କ୍ଷେତ୍ରରେ ଏହି ଜୀବାଣୁ ପ୍ରବେଶ କରିବାକୁ କରିପାରିନଥାଏ । ବର୍ଦ୍ଧିତ ବିପଦ ପ୍ରଭାବର ଏକ ଅଂଶ ହୁଏତ କେୟାର ହାଉସରେ ଜୀବାଣୁଙ୍କର ଅଧିକ ମାତ୍ରାରେ ସଂସ୍ପର୍ଶରେ ଆସିଥାଇପାରେ । କୌଣସି ରୋଗ ପାଇଁ ଜିନର ଉପାଦନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ଜର୍ନାଲ ଅଫ ଗେରୋଣ୍ଟୋଲୋଜିରେ ପ୍ରକାଶିତ ନୂଆ ଅଧ୍ୟୟନକୁ ଜଣାପଡିଛି ।

APOE ଜିନ୍ ର ସାଧାରଣ e3e3 ଫର୍ମ ଥିବା ଲୋକଙ୍କ ତୁଳନାରେ APOE e4e4 ଜିନୋଟାଇପ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ COVID-19 ହେବାର ଆଶଙ୍କା ଦ୍ୱିଗୁଣିତ ରହିଛି ।

ଜନସଂଖ୍ୟା ଏବଂ ନମୁନା ଆକାରର ଅଧିକାଂଶ ଲୋକ ଏପର୍ଯ୍ୟନ୍ତ ଜୀବାଣୁ ସଂସ୍ପର୍ଶରେ ଆସି ନାହାଁନ୍ତି। ଏହି ବିଶ୍ଳେଷଣରେ, 2.36 ପ୍ରତିଶତ (n = 9,022) ରେ ୟୁରୋପୀୟ ପିତୃପୁରୁଷ (n = 382,188) ରେ ApoE e4e4 ତ୍ରୁଟିପୂର୍ଣ୍ଣ ଜିନ ରହିଛି । କିନ୍ତୁ ସେଥିମଧ୍ୟରୁ 5.13ପ୍ରତିଶତ (n=37) କୋରୋନା ପଜିଟିଭ ମିଳିଛି । n=721 ଜଣଙ୍କ ଠାରେ ଜିନ ଭାରିଆଣ୍ଟ ରହିଥିଲା । ଏଥିରୁ ଜଣାପଡିଛି ତ୍ରୁଟିପୂର୍ଣ୍ଣ ଜିନ କିପରି କୋଭିଡ-19 ପାଇଁ ଦୁର୍ବଳତା ସୃଷ୍ଟି କରେ ।

ଏହା ଚିକିତ୍ସା ପାଇଁ ନୂତନ ଚିନ୍ତାଧାରା ଆଣିପାରେ ବୋଲି ୟୁକନ୍ ସ୍କୁଲ୍ ଅଫ୍ ମେଡିସିନର ସହ-ଲେଖକ ଡକ୍ଟର ଚିଆ-ଲିଙ୍ଗ କୁଓ କହିଛନ୍ତି । ଆମକୁ ବୁଝିବାକୁ ପଡିବ କାହିଁକି କିଛି ଲୋକ 100 ବର୍ଷରୁ ଅଧିକ ବୟସ ପର୍ଯ୍ୟନ୍ତ ସକ୍ରିୟ ରୁହନ୍ତି, ଅନ୍ୟମାନେ ଷାଠିଏ ବର୍ଷରେ ମୃତ୍ୟୁବରଣ କରନ୍ତି ।

"ବର୍ତ୍ତମାନ ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଡିମେନଟିଆ ରୋଗୀଙ୍କର କୋଭିଡ ହେବାର ଆଶଙ୍କା ଅଧିକ ରହିଛି। ଏହି ଅଧ୍ୟୟନରୁ ଜଣାପଡିଛି ଯେ ଏହି ଡିମେନଟିଆ ପ୍ରଭାବ, ବୟସ ବଢିବା କିମ୍ବା ଦୁର୍ବଳତା କିମ୍ବା କେୟାର ହାଉସର ସଂସ୍ପର୍ଶରେ ଜୀବାଣୁ ଆସି ନପାରିବା। ଏନେଇ ସୂଚନା ଦେଇଛନ୍ତି ପ୍ରଫେସର ଡେଭିଡ ମେଲଜର ।

ମେଲଜର କହିଛନ୍ତି ଯେ ଏହାର ପ୍ରଭାବ ଆଂଶିକ ଏହି ଅନ୍ତର୍ନିହିତ ଜେନେଟିକ୍ ପରିବର୍ତ୍ତନ ହେତୁ ହୋଇପାରେ, ଯାହା ସେମାନଙ୍କୁ ଉଭୟ COVID-19 ଏବଂ ଡିମେନଟିଆ ପାଇଁ ବିପଦରେ ପକାଇଥାଏ।

Last Updated : May 27, 2020, 4:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.