ETV Bharat / bharat

ଦେଶର ବିଭିନ୍ନ ରାଜ୍ୟରେ 48 ଘଣ୍ଟା ପ୍ରବଳ ବର୍ଷିବ - ମୌସୁମୀ ସକ୍ରିୟ

ମୌସୁମୀ ସକ୍ରିୟ ହେତୁ ଗତ କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବୁଧବାର ସକାଳେ ଦିଲ୍ଲୀରେ ବର୍ଷା ଆରମ୍ଭ ପରେ ତାପମାତ୍ରା 28 ଡିଗ୍ରୀ ସେଲସିୟସକୁ ଖସି ଆସିଛି। ଓଡ଼ିଶା, ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନ୍ୟ ସ୍ଥାନରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି ।

ଦିଲ୍ଲୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ 48 ଘଣ୍ଟା ପ୍ରବଳ ବର୍ଷିବ

author img

By

Published : Aug 19, 2020, 8:13 AM IST

ନୂଆଦିଲ୍ଲୀ: ମୌସୁମୀ ସକ୍ରିୟ ହେତୁ ଗତ କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବୁଧବାର ସକାଳେ ଦିଲ୍ଲୀରେ ବର୍ଷା ଆରମ୍ଭ ପରେ ତାପମାତ୍ରା 28 ଡିଗ୍ରୀ ସେଲସିୟସକୁ ଖସି ଆସିଛି।

ଓଡ଼ିଶା, ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନ୍ୟ ସ୍ଥାନରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବୁଧବାର ଓ ଗୁରୁବାର ମଧ୍ୟମରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଶୁକ୍ରବାର ସାମାନ୍ୟ ଠାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଦିଲ୍ଲୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ 48 ଘଣ୍ଟା ପ୍ରବଳ ବର୍ଷିବ

ଭାରତ ପାଣିପାଗ ବିଭାଗର ସୂଚନାନୁସାରେ, ଆସନ୍ତା 2 ଘଣ୍ଟା ମଧ୍ୟରେ ନୋଏଡା, ମେରୁଟ୍ ଏବଂ ସମଗ୍ର ଦିଲ୍ଲୀର କିଛି ସ୍ଥାନ ସହିତ ହାଲୁକା ଏବଂ ମଧ୍ୟମ ତୀବ୍ରତା ସହିତ ବଜ୍ରପାତ ଘଟିବ।ସମ୍ବଲ, ଗୁଲାଓଟି, ସିଆନା, ବୁଲନ୍ଦଶାହର, ଖୁରଜା, କୋସଲି, ବାୱାଲ, ନେହା, ସୋହନା, ପାଲୱାଲ, ହୋଡାଲ, ଫରିଦାବାଦ, ଗୁରୁଗ୍ରାମ, ମନେସର, ବଲାବଗଡ।

ସେହିପରି ଫରିଦାବାଦ, ନୋଏଡା, ବାରୁତ , ବାଗପାଟ, ଖାଟୋଲି, ଆମ୍ରୋହା, ମୋରାଦାବାଦ, ମେରୁଟ, ଖୁରଜା, ଆସନ୍ତା 2 ଘଣ୍ଟା ମଧ୍ୟରେ ସମଗ୍ର ଦିଲ୍ଲୀର କିଛି ସ୍ଥାନ, "ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କେନ୍ଦ୍ର (RWFC), ନୂଆଦିଲ୍ଲୀ ଟ୍ୱିଟ୍ କରି କହିଛି।

ବଙ୍ଗୋପସାଗରରେ ଲଘୁଚାପ ହୋଇଥିବାରୁ ଓଡ଼ିଶାରେ ଆଜିଠାରୁ ବର୍ଷା ପୁଣି ଥରେ ଆରମ୍ଭ ହୋଇଯାଇଛି । ଆଜି ସକାଳୁ ଭୁବନେଶ୍ୱର, କଟକ ଓ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.